-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ପୁଣି ମୁଙ୍ଗେ ପାହାଡକୁ ମାଟିରେ ମିଶାଇବାକୁ ମସୁଧା , ସତରେ ମାଟିରେ ମିଶିଯିବ କି ମୁଙ୍ଗେ ପାହାଡ, ୩ ମାସ ଚୁପ ରହିବାପରେ ପୁଣି ବୋରୱେଳ ଗାଡିରେ ଡ୍ରିଲିଂ କରୁଥିବା ଜାଣି ଜନସାଧାରଣଙ୍କ ପ୍ରବଳ ବିରୋଧ

10-Nov-2022



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) ପ୍ରକୃତି ଓ ପରିବେଶକୁ ଅଣଦେଖା କରି ସବୁଠି ଚାଳିଛି ବେଆଇନ ବ୍ଲାଷ୍ଟିଂ। ଆଉ ପ୍ରକୃତିର ପ୍ରାକୃତିକ କୋଳରେ ଜନ୍ମ ନେଇଥିବା ସିନ୍ଧେକେଲା ଏବେ ପଥର ଓ ବାଳି ମାଫିଆଙ୍କ ଚରା ଭୁଇଁ ପାଳଟିଛି । ସରକାର ବାହାଦୁର ରାଜସ୍ବ ପାଇବା ଓ ଚୋରାଚାଲାଣ ରୋକିବା ଉଦ୍ଦେଶ୍ଯରେ ବାଳିଘାଟ ଓ ପାହାଡ ମାନଙ୍କରେ ପଥର

 ଫଟାଇବାକୁ ଲିଜ ଦେଇଛନ୍ତି। ଆଉ ଏହି କ୍ରମରେ ଶହଶହ ବର୍ଷ ଧରି ଲୋକଙ୍କ ଭାବଗତ ସମ୍ପର୍କ ରହିଥିବା ମୁଙ୍ଗେ ପାହାଡକୁ ବି ବଙ୍ଗୋମୁଣ୍ଡା ତହସିଲ ପକ୍ଷରୁ ଲିଜ ଦିଆଯାଇଛି। ତେବେ ଚଳିତବର୍ଷ ଜୁଲାଇ ୨୪ ତାରିଖ ଦିନ ଲିଜଧାରୀ ମନୋଜ ଗୋଏଲ ଅଲଣ୍ଡା ସ୍ଥିତ ମୁଙ୍ଗେ ପାହାଡ ଉପରେ ବ୍ଲାଷ୍ଟିଂ ପାଇଁ ବୋରୱେଳ ଗାଡି ପଠାଇ ଡ୍ରିଲିଂ କରୁଥିବା ଆଖପାଖ ଅଞ୍ଚଳର ଲୋକ ଜାଣିପାରି ପହଞ୍ଚିଥିଲେ ପାହାଡ ପାଖକୁ ଏବଂ ଜାଣିବାକୁ ପାଇଲେ ଯେ ତିନି ଚାରି ଦିନ ଧରି ପାହାଡରେ ବୋରୱେଳ ଗାଡି ସାହାଯ୍ଯରେ ଚାଲିଥିଲା ଡ୍ରିଲିଂ ଏବଂ ସେ ସମୟରେ ପାହାଡରେ ବେଆଇନ ଭାବେ ହେଉଥିବା ଡ୍ରିଲିଂ ବନ୍ଦ କରିବାକୁ ପ୍ରବଳ ଦାବି କରିଥିଲେ ସ୍ଥାନୀୟ ଲୋକେ l  ୩ ମାସ ଉପରେ ଚୁପ ରହିବା ପରେ ମଙ୍ଗଳବାର ପୁଣିଥରେ ମୁଙ୍ଗେ ପାହାଡକୁ ବୋରୱେଳ ଗାଡି ଲଗାଇ ଡ୍ରିଲିଂ କାମ ଆରମ୍ଭ କରାଯାଇଥିବା ଖବର ପାଇ ପୁଣିଥରେ ସ୍ଥାନୀୟ ଲୋକେ ଓ ବିଭିନ୍ନ ସଂଗଠନ ପହଞ୍ଚି ଡ୍ରିଲିଂ କାମ ବନ୍ଦ କରି ଆଇନ ଅନୁଯାଇ କାମ କରିବାସହ କାଗଜପତ୍ର ଦେଖିବାକୁ ଚାହିଁଥିଲେ। ହେଲେ ଡ୍ରିଲିଂ କରିବାକୁ ଆସିଥିବା ଲୋକେ କୌଣସିପ୍ରକାର କାଗଜପତ୍ର ଦେଖାଇ ପାରିନଥିବାରୁ କାମ ବନ୍ଦ କରି ଗାଡି ଧରି ଚାଳିଯିବାକୁ କହିଥିଲେ। ପରେ ସିନ୍ଧେକେଲା ପୋଲିସ ମଧ୍ଯ ଖବରପାଇ ମୁଙ୍ଗେ ପାହାଡକୁ ପହଞ୍ଚି ଉପସ୍ଥିତ ଥିବା ଲୋକଙ୍କୁ ଶାନ୍ତିଶୃଙ୍ଖଳାର ସହ ବିରୋଧ କରିବାକୁ ପରାମର୍ଶ ଦେଇଥିଲେ ଓ କାମ କରିବାକୁ ଆଦେଶ ଦେଇଥିବା ଅଧିକାରୀଙ୍କୁ ଭେଟି ଅବଗତ କରିବାକୁ କହିଥିଲେ। ଲିଜରଙ୍କ 

ଲୋକଙ୍କ କାଗଜପତ୍ର ଥାନାରେ ଆଣି ଦେଖାଇବା ପରେ କାମ କରିବାକୁ ଲିଜରର ଲୋକଙ୍କୁ କହି ଡ୍ରିଲିଂ ବନ୍ଦ କରି ଗାଡି ନେଇ ଚାଳିଯିବାକୁ କହିଥିବା ସିନ୍ଧେକେଲା ଆଇଆଇସି ଆଲୋକ ବେହେରା ସୁଚନା ଦେଇଛନ୍ତି। ତେବେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କୁ ଫୋନଯୋଗେ ଯୋଗାଯୋଗ କରାଯାଇ ଥିଲେହେଁ ସେ ବଙ୍ଗୋମୁଣ୍ଡା ଧନୁଯାତ୍ରା ପ୍ରୋଗ୍ରାମରେ ଥିବା ହ୍ବାଟସଅପ ମେସେଜ ଯୋଗେ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like