-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ବିଶେଷ

ଲୋକଙ୍କ ନାକ ଭିତର ଦେଇ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍

01-Dec-2020



(ପ୍ରେରଣା ଖବର) କରୋନା ଭାଇରସକୁ ନେଇ ଅନେକ ସମୟରେ କିଛି ନା କିଛି ଆଶ୍ଚର୍ଯ୍ୟଚକିତ କଲା ଭଳି ଖବର ଆସିବା ଜାରି ରହିଛି। କିନ୍ତୁ ଏବେ ଯେଉଁ ତଥ୍ୟ ଆସିଛି, ତାହା ସମ୍ପୂର୍ଣ୍ଣ ଅଲଗା। ଏକ ନୂଆ ଅଧ୍ୟୟନରେ ଜଣାପଡ଼ିଛି ଯେ ଏହି ଭାଇରସ୍ ଲୋକଙ୍କ ନାକ ଭିତର ଦେଇ ମସ୍ତିଷ୍କରେ ପ୍ରବେଶ କରିପାରେ। ଯେଉଁଥିରୁ ଜଣାପଡ଼ିବ ଯେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଭିତରେ କାହିଁକି ନ୍ୟୁରୋଲୋଜିକାଲ୍ ଲକ୍ଷଣ ଦେଖା ଦେଉଛି ଏବଂ ଏହାର ଚିକିତ୍ସା କିପରି କରାଯାଇପାରିବ!! କରୋନା ଭାଇରସକୁ ନେଇ ଅନେକ ସମୟରେ କିଛି ନା କିଛି ଆଶ୍ଚର୍ଯ୍ୟଚକିତ କଲା ଭଳି ଖବର ଆସିବା ଜାରି ରହିଛି। କିନ୍ତୁ ଏବେ ଯେଉଁ ତଥ୍ୟ ଆସିଛି, ତାହା ସମ୍ପୂର୍ଣ୍ଣ ଅଲଗା। ଏକ ନୂଆ ଅଧ୍ୟୟନରେ ଜଣାପଡ଼ିଛି ଯେ ଏହି ଭାଇରସ୍ ଲୋକଙ୍କ ନାକ ଭିତର ଦେଇ ମସ୍ତିଷ୍କରେ ପ୍ରବେଶ କରିପାରେ। ଯେଉଁଥିରୁ ଜଣାପଡ଼ିବ ଯେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଭିତରେ କାହିଁକି ନ୍ୟୁରୋଲୋଜିକାଲ୍ ଲକ୍ଷଣ ଦେଖା ଦେଉଛି ଏବଂ ଏହାର ଚିକିତ୍ସା କିପରି କରାଯାଇପାରିବ!!*ନେଚର୍ ନ୍ୟୁରୋସାଇନ୍ସ ମ୍ୟାଗାଜିନରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି, SARS-CoV-2 କିମ୍ବା କୋଭିଡ୍-୧୯ ନା କେବଳ ଶ୍ୱାସପ୍ରଶ୍ୱାସକୁ ପ୍ରଭାବିତ କରିବ ବରଂ ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମ ଉପରେ ମଧ୍ୟ ପ୍ରଭାବ ପକାଇବ, ଯେଉଁଥିରେ ଅଲଗା ଅଲଗା ନ୍ୟୁରୋଲୋଜିକାଲ୍ ଲକ୍ଷଣ ଯଥା ଶୁଙ୍ଘିବା, ସ୍ୱାଦ, ମୁଣ୍ଡ ବୁଲାଇବା, କ୍ଲାନ୍ତ ଓ ଚେତାଶୂନ୍ୟ ଆଦି ଦେଖାଦେବ!!*ତେବେ ନୂଆ ଅଧ୍ୟୟନରେ ମସ୍ତିଷ୍କରେ ଭାଇରାଲ୍ ‘ଆରଏନଏ’ ଏବଂ ସେରୋବ୍ରୋସ୍ପିନାଲର ଉପସ୍ଥିତି କଥା କୁହାଯାଇଛି, କିନ୍ତୁ ଏହି ଭାଇରସ୍ କେଉଁଠାରେ ପ୍ରବେଶ କରିବ ଏବଂ କେମିତି ବ୍ୟାପିବ, ତାହା ଜଣାପଡ଼ିନାହିଁ। ଏହି ଅଧ୍ୟୟନରେ କୋଭିଡ୍-୧୯ରେ ପ୍ରାଣ ହରାଇଥିବା ୩୩ଣ ରୋଗୀଙ୍କୁ ସାମିଲ୍ କରାଯାଇଥିଲା। ଯେଉଁଥିରେ ୧୧ଜଣ ମହିଳା ଓ ୨୨ ଜଣ ପୁରୁଷ ସାମିଲ୍ ଥିଲେ। ଏଥିରେ କୁହାଯାଇଛି, ମୃତ୍ୟୁବରଣ କରିଥିବା ଲୋକଙ୍କ ହାରାହାରି ବୟସ ୭୧.୭। ଅନ୍ୟପକ୍ଷରେ କୋଭିଡ୍-୧୯ର ଲକ୍ଷଣ ଦେଖାଦେବା ପରଠାରୁ ସେମାନଙ୍କର ମୃତ୍ୟୁ ପର୍ଯ୍ୟନ୍ତ ହାରାହାରି ସମୟ ୩୧ ଦିନ ଧାର୍ଯ୍ୟ କରାଯାଇଛି। ଏହା ଉପରେ ରିସର୍ଚ୍ଚ କରିଥିବା ଏକ୍ସପର୍ଟଙ୍କ ମୁତାବକ, ମୃତକଙ୍କ ମସ୍ତିସ୍କ ଓ ଶ୍ୱାସପ୍ରଶ୍ୱାସ ନଳୀରୁ SARS-CoV-2 RNA ଏବଂ ପ୍ରୋଟିନ୍ ମିଳିଛି!!


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like