-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
08-Nov-2022
ସୁବର୍ଣ୍ଣପୁର - ଆଜି ସୋନପୁର କୁଞ୍ଜ ହୋଟେଲ ଛକ ଠାରେ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ଙ୍କ ତତ୍ୱାବଧାନ ରେ ସୋନପୁର ବିଧାୟକ ସ୍ବର୍ଗତ କୁନ୍ଦୁରୁ କୁଶଳଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଛି l ଏହି ଅବସର ରେ ସ୍ବର୍ଗତ କୁଶଳ ଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ ପ୍ରଦାନ ପୂର୍ବକ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ପ୍ରାକ୍ତନ ପୌର ଅଧ୍ୟକ୍ଷ କଈରୁ ସ୍ୱାଇଁ, ପ୍ରକାଶ ସାହୁ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବରିଷ୍ଠ ବିଜେଡି ନେତା ନୀଳାମ୍ବର ଶତପଥୀ, ସତ୍ୟ ନାରାୟଣ ତ୍ରିପାଠୀ, ଜନ୍ମଜୟ ପାତ୍ର, ମାନଭଞ୍ଜନ ବେଦବାକ, ଆନନ୍ଦ ପାତ୍ର, ଗୌର ବାରିକ, ପ୍ରଦୀପ ସାହୁ, ବିଜୟ ରାଏଗୁରୁ, ଗରିବ ଲୋଇ, ଗୋପାଳ ମେହେର, ସଞ୍ଜୟ ମହାପାତ୍ର, ସଞ୍ଜୟ ସାହୁ, ପ୍ରକାଶ ବେଵର୍ତା, ମନୋରଞ୍ଜନ ତ୍ରିପାଠୀ, ସନ୍ତୋଷ ମିଶ୍ର, ସ୍ୱଛ ଭାରତ ର ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ, ବରିଷ୍ଠ ସଭ୍ୟ ରାମଚନ୍ଦ୍ର ଅଗ୍ରୱାଲା, ତରଣୀ ମେହେର, ପ୍ରତାପ ଦାଶ,
ପ୍ରଫୁଲ୍ଲ ନାଏକ, ଗୌର ମେହେର, ମନୋଜ ପଣ୍ଡା, ଶିକ୍ଷକ ପରମା ନନ୍ଦ ନାଏକ ପ୍ରମୁଖ ସହର ର ବହୁ ବିଶିଷ୍ଠ ବ୍ୟକ୍ତି, ଅନୁଷ୍ଠାନ ର କର୍ମକର୍ତା ଯୋଗ ଦେଇ ସ୍ବର୍ଗତ କୁଶଳ ଙ୍କ ସ୍ମୃତି ଚାରଣ କରିଥିଲେ l ସେହିପରି ପଏଁରୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଏଁରୀ ପ୍ରତିଷ୍ଠାତା ତଥା ବିଧlୟକ ସ୍ବର୍ଗତ ଶ୍ରୀ କୁଶଳ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିଲା l ସଭାପତି ଲଡ଼ୁ କିଶୋର ମଲ୍ଲିକ ଓ ସମ୍ପାଦକ ଚୌଧୀରି ବିଭାର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନ ର ସମସ୍ତ ସଭ୍ୟ ଯୋଗ ଦେଇଥିଲେ l