-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ସିନ୍ଧେକେଲାର ଜିବନ ବିନ୍ଦୁ ପବିତ୍ର ବାଣୀଭଗାର ପୋଖରୀର ପୁନରୁଦ୍ଧାର କେବେ ।

08-Nov-2022



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଅଞ୍ଚଳର ଇଷ୍ଟଦେବୀ ମାଁ ଦ୍ବାରସେହ୍ନୀଙ୍କ ମନ୍ଦିର ନିକଟରେ କାହିଁ କେତେ ଆବାହମାନ କାଳରୁ ୧୮ ଏକର ବିଶିଷ୍ଟ ବାଣୀବଘାର ପୋଖରୀ ରହିଛି । ଏହି ପୋଖରୀ ଆରାଧ୍ୟା ଦେବୀ ମାଁଙ୍କ ମନ୍ଦିର ନିକଟରେ ଥିବାରୁ ଅଞ୍ଚଳର ଲୋକେ ପବିତ୍ର ପୁଷ୍କରିଣୀର ଆଖ୍ୟା ଦିଅନ୍ତି। ହେଲେ ଶତାବ୍ଦୀ ଶତାବ୍ଦୀ ଧରି ନିଜ ସ୍ଥିତି ବଞ୍ଚାଇ ରଖିବାସହ ସିନ୍ଧେକେଲା ଅଞ୍ଚଳର ମାଟି ତଳର ପାଣିର ସ୍ତରକୁ ଠିକ ରଖିବାରେ ସହାୟକ , ଦୈନନ୍ଦିନ କର୍ମ ପାଇଁ ଏ ପୋଖରୀ ଉପରେ ସିନ୍ଧେକେଲା ତଥା ଆଖପାଖ ଗାଁ ମାନଙ୍କର ୯୦ % ଲୋକ ନିର୍ଭରଶୀଳ ତେଣୁ ଏ ପୋଖରୀ ସିନ୍ଧେକେଲା ଅଞ୍ଚଳର ଜୀବନ ବିନ୍ଦୁ ବୋଳି ମଧ୍ଯ ଲୋକେ କହନ୍ତି। କିନ୍ତୁ ବର୍ତ୍ତମାନ ପୋଖରୀର ଅବସ୍ଥା ଖରାପ,

ପୋଖରୀର ପାଣୀ ପାଟିରେ ନେଇ କୁଲି କରିବା ତ ଦୁରର କଥା ଗାଧୋଇଲେ ଚର୍ମ ରୋଗ ସୁନିଶ୍ଚିତ। ଏ ପୋଖରୀରେ ଏବେ ପଦ୍ମଫୁଲ ଓ କଇଁଫୁଲ ର ପତ୍ର ଓ ଅନାବନା ଘାସ ଖାଳି ଦେଖାଯାଉଛି ଫଳରେ ତାହା ପାଣିରେ ପଚିଯାଇ ଦୁର୍ଗନ୍ଧ ସହ ବିଭିନ୍ନ କିଟ ସୁଳୁବୁଳୁ ହେଉଥିବାରୁ ବାଣୀବଘାର ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ଏହି ପୋଖରୀ ବର୍ଷ ବର୍ଷ ଧରି ମାଛଚାଷ ଦ୍ବାରା ପଞ୍ଚାୟତ ପ୍ରଶାସନ କୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଦେଉଥିଲେ ହେଁ ପୋଖରୀର ଉନ୍ନତୀକରଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏହି ପବିତ୍ର ପୋଖରୀ ଏବେ ଶ୍ରୀହୀନ ହୋଇ ଚର୍ମ ରୋଗ ର କାରକ ପାଳଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ସିନ୍ଧେକେଲା ଅଞ୍ଚଳ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଥିବା ସମୟରେ ଟିଟିଲାଗଡ ବିଧାୟକ ଯୋଗେନ୍ଦ୍ର ବେହେରା ଙ୍କ ସମୟରେ ଓଡିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ସିନ୍ଧେକେଲା ପଲ୍ଲିଶ୍ରୀ ଖେଳପଡିଆ ରେ ଏକ କାର୍ଯ୍ୟକ୍ରମ ରେ ଯୋଗଦେଇ ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀଙ୍କ ଦର୍ଶନ କରିବାପାଇଁ ମନ୍ଦିର ଯାଇ ଫେରିବା ସମୟରେ ଏହି ପୋଖରୀର ପୁନରୁଦ୍ଧାର ପାଇଁ ବିଧାୟକଙ୍କ ଜରିଆରେ ନିବେଦନ କରାଯାଇଥିଲା। ଏବଂ  ସେହି ସମୟରେ ପୋଖରୀର ପୁନରୁଦ୍ଧାର କରାଯାଇଥିଲା । ତା ପରେ କେବଳ ଠିକାଦାର ଓ କର୍ମୀ ପୋଷା ନୀତିରେ କେବଳ ପାହାଚ ଓ ଗାର୍ଡୱାଳ କାମ ଛଡା ପାଖାପାଖି ଆଜିକୁ ଦୁଇ ଦଶନ୍ଧି ହେଲା ଆଉ ପୋଖରୀର ପୁନରୁଦ୍ଧାର କିମ୍ବା ଉନ୍ନତିକରଣ କରାଯାଇ ନ ଥିବା ଫଳରେ ପବିତ୍ର ପୋଖରୀ ଏବେ ଦୁଷିତ ଅବସ୍ଥାରେ। ଗୁରୁତ୍ବପୂର୍ଣ୍ଣ କଥାହେଲା ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯୋଉ ପୋଖରୀ ମାନଙ୍କ ବ୍ୟବହାର କାଁଭାଁ ହୋଇଥାଏ ସେହି ପୋଖରୀ ମାନଙ୍କ ପୁନରୁଦ୍ଧାର କାର୍ଯ୍ୟକ୍ରମ ହୋଇପାରୁଛି ହେଲେ ଯୋଉ ପୋଖରୀ ସିନ୍ଧେକେଲାର ଜୀବନ ବିନ୍ଦୁ ସେହି ପୋଖରୀ ଏବେ କାହିଁକି ଅଲୋଡା ହୋଇ ପଡିଛି। ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା

ବେହେରାଙ୍କୁ ପଚାରିବାରୁ ସେ ବ୍ଲକ ପାଣ୍ଠିରୁ କେବଳ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର କାମ କରା ଯାଇପାରିବ ବାଣୀଭଗାର ପୁଷ୍କରିଣୀ ୧୮ ଏକର ବିଶିଷ୍ଟ ଥିବାରୁ ଏମଆଇ ବିଭାଗ କିମ୍ବା ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ କାମ କରାଯାଇ ପାରିବ ତେଣୁ ଆମ ତରଫରୁ ଆମେ ବିଧାୟକଙ୍କ ନଜରକୁ ଆଣି ଆଗକୁ ପୁଷ୍କରିଣୀ କୁ ପୁନରୁଦ୍ଧାର ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଇ ପଦକ୍ଷେପ ନେବୁ ବୋଳି କହିଥିଲେ। ଏହି ପୋଖରୀ ବିନା ସିନ୍ଧେକେଲା ଜନସାଧାରଣ, ବିଭିନ୍ନ ପଶୁପକ୍ଷୀ, ଗାଁର ଜଳସ୍ତର ସମସ୍ତେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏ ଉପରେ ଜିଲ୍ଲା ପ୍ରଶାସନ , ଜଳସମ୍ପଦ ମନ୍ତ୍ରୀଙ୍କ ସହ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ମଧ୍ଯ ଅସୁବିଧାର ହୃଦୟଙ୍ଗମ କରିବାସହ ଶିଘ୍ର ପଦକ୍ଷେପ ନେଇ ପୁଷ୍କରିଣୀର ପୁନରୁଦ୍ଧାର କରିବାପାଇଁ ଜନସାଧାରଣ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like