-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2022
ପଦ୍ମପୁର ଲାୟଂସ କ୍ଲବ ଆନୁକୁଲ୍ୟରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ବହୁ ସଂଖ୍ୟାରେ ଛୋଟ ଠୁ ବଡ଼ ପର୍ଯ୍ୟନ୍ତ ଲୋକମାନେ, ଚିକିତ୍ସାର ଲାଭ ଉଠାଇଥିଲେ ।ଏଥିରେ ବୁର୍ଲା ଭୀମସାର୍ ର ବିଭିନ୍ନ ବିଭାଗର ପ୍ରଫେସର, ଡ଼ାକ୍ଟର ଓ ଲାୟାଂସ କ୍ଲବ ର ସମସ୍ତ ମେମ୍ବରଙ୍କ ସହଯୋଗରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା । ଛୋଟରୁ ବଡ଼ ପର୍ଯ୍ୟନ୍ତ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ଏବଂ ମାଗଣା ଚିକିତ୍ସା ସୁବିଧା ପାଇଥିଲେ। ମାଗଣାରେ ଔଷଧ ମଧ୍ୟ ଦିଆଯାଉଥିଲା ।
(ପଦ୍ମପୁର ରୁ ନରହରୀ ବଗର୍ତ୍ତୀଙ୍କ ରିପୋର୍ଟ)