-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
01-Nov-2022
ପୁରୀ :ଚଳିତ ବର୍ଷ ସାକ୍ଷୀଗୋପାଳର ପ୍ରସିଦ୍ଧ ଅଁଳା ନବମୀ ଓ ରାଧପାଦ ଦର୍ଶନ ପାଇଁ ପୁଲିସ ବ୍ୟବସ୍ଥା ଚୁଡାନ୍ତ ହୋଇଛି। ଏଥିପାଇଁ ' ୮ ଜଣ ଡି ଏସ୍ ପି, ୧୬ଜଣ ଇନ୍ସପେକ୍ଟର, 64 ଜଣ ଏସ ଆଇ ଓ ଏ ଏସ ଆଇ, ୧୦୦ ଜଣ ହାବିଲଦାର କନେଷ୍ଟବଳ, ୨୦୦ ଗୃହରକ୍ଷୀ ଓ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ପୁଲିସ ବ୍ୟବସ୍ଥା କୁ ଦୁଇଜଣ ଅତିରିକ୍ତ ଏସ ପି ତଦାରଖ କରିବେ । ଆଜି ପୂର୍ବାହ୍ନରେ ପୁରୀ ଏସ ପି ଡକ୍ଟର କନ୍ଵର୍ ବିଶାଲ ସିଂ ସାକ୍ଷୀଗୋପାଳ ଆସି ସମଗ୍ର ପୁଲିସ୍ ବ୍ୟବସ୍ଥା ର ତଦାରଖ କରିଛନ୍ତି ।
ରିପୋର୍ଟ / ସମୀର ରଞ୍ଜନ ନାଏକ