-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ସଂସ୍କୃତ ଭାରତୀ ପକ୍ଷରୁ ବଲାଙ୍ଗିର ଠାରେ ଚାଲିଥିବା ସଂସ୍କୃତ ସମ୍ଭାସଣ ବର୍ଗର ସମାପନ ଉତ୍ସବ

01-Nov-2022



ବଲାଙ୍ଗିର(ପ୍ରେରଣା ଖବର) ଗତକାଲି 31 ଅକ୍ଟୋବର ଦିନ ବଲାଙ୍ଗିର ଠାରେ ଗତ 15 ଦିନ ବ୍ୟାପି ବଲାଙ୍ଗିର ପତିତପାବନ ଏକାଡେମୀ ଓ ସରକାରୀ ମହିଳା ବିଦ୍ୟାଳୟ ରେ ସଂସ୍କୃତି ଭାରତୀ ଉତ୍କଳ ପ୍ରାନ୍ତ ପକ୍ଷରୁ ସଂସ୍କୃତ ସମ୍ଭାସଣ ବର୍ଗ ର ଆଜି ସମାପନ ହୋଇଛି | ପତିତପାବନ ଏକାଡେମୀ ଠାରେ ଅନୁଷ୍ଠିତ କାର୍ଯ୍ଯକ୍ରମ ଗତ କିଛିଦିନ ସଂସ୍କୃତ ମହାବିଦ୍ୟାଳୟ ରେ ହାଇସ୍କୁଲ୍ର ଓ ଅନ୍ୟ ବର୍ଗର ସାଧାରଣ

ଲୋକଙ୍କ ପାଇଁ ଅନୁଷ୍ଟିତ ବର୍ଗକୁ ଆଜି ସକାଳ 8.30 ସମୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଭାବେ ବଲାଙ୍ଗିର ଜିଲ୍ଲା ଉପ ଶିକ୍ଷା ଅଧିକାରୀ କେଶବ ମେହେର ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତାଭାବେ ସଂସ୍କୃତ ଭାରତୀ ର ରାଜ୍ଯ ଶିକ୍ଷଣ ପ୍ରମୁଖ ମାନସ ରଞ୍ଜନ ସାହୁ ଯୋଗଦେଇ ଥିଲେ I ଅନ୍ୟତମ ଅତିଥିଭାବେ ପଣ୍ଡିତ ଟିକେ ସ୍ଵର ଗୁରୁ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ଯୋଗଦେଇ ଥିଲେ I ପ୍ରଶିକ୍ଷଣ ବର୍ଗର ଶିକ୍ଷକ ପୂର୍ଣ୍ଣକାଳୀନ ବିସ୍ତାରକ କାହ୍ନl ବାରିକ ,ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟାପକ ଧର୍ମରାଜ ବାଗ ବକ୍ତବ୍ୟ ରଖିଥିଲେ I ସଂସ୍କୃତ ଭାରତୀ ରାଜ୍ଯ ସମ୍ପାଦକ ଅଜିତ କୁମାର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ I କରି ଥିଲାବେଳେ ବର୍ଗରେ କଣ ଶିକ୍ଷା ଗ୍ରହଣ କଲେ ସେ ସମ୍ପର୍କରେ ଶିକ୍ଷାର୍ଥୀ ପିଙ୍କି ସା, କ୍ରିଷ୍ଣା ମହାକୁଡ, ତନୟା ଡାଙ୍ଗ ,ପ୍ରିୟମ୍ବଦା ଦାଶ ପ୍ରମୁଖ ତାଙ୍କର ଅଭିଜ୍ଞତା ଓ କଣ ଶିକ୍ଷା ଗ୍ରହଣ କଲେ ସଂସ୍କୃତ ରେ ପରିପ୍ରକାଶ କରିଥିଲେ. ଶେଷରେ ଶୁଭଶ୍ରୀ ଜେନା ଧନ୍ଯବାଦ ଅର୍ପଣ କରିଥିଲେ l ଅପରାହ୍ନ 3 ଘଣ୍ଟା ରେ ସରକାରୀ ମହିଳା ମହାବିଦ୍ୟାଳୟ ସଭାଗୃହରେ ଚାଲିଥିବା ବର୍ଗର ସମାପନ ଉତ୍ସବରେ ମୁଖ୍ୟଅତିଥି ରୂପେ ଡାକ୍ତର ନିତ୍ୟାନନ୍ଦ ଦାଶ ଠାକୁର, ସମାନିତ ଅତିଥିଭାବେ ବଲାଙ୍ଗିର ଦିବ୍ୟ ଜୀବନ୍ ସଂଘ ସମ୍ପାଦକ ରଘୁନାଥ ବାବୁ, ମୁଖ୍ଯବକ୍ତା ରୂପେ ପଣ୍ଡିତ ଟିକେ ସ୍ଵର ଗୁରୁ ଯୋଗଦାନ କରି ସଂସ୍କୃତ ଭାଷା ଉପରେ କହି ଥିଲେ I କଲେଜର ଅଧ୍ୟକ୍ଷ ଡ.ମନୋରଞ୍ଜନ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ 15 ଦିନଧରି ଚାଲିଥିବା ବର୍ଗରେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଜିନି, ସୁମନ, ତୃପ୍ତି ,ମୁକ୍ତେ ଶ୍ୱରୀ , ଫଗୁନି ସେମାନଙ୍କ ଅଭିଜ୍ଞତା ସଂସ୍କୃତ ରେ କହିଥିଲେ I ସଂସ୍କୃତ ଏକ କଠିଣ ଭାଷା ବୋଲି ଧାରଣା ଥିବା ବେଳେ ଖୁବ୍ କମ ସମୟ ଭିତରେ ସେମାନେ ଶିଖିବା ସହିତ ବୁଝିବା ଓ କହିବା ଶିଖି ପାରିଥିବାରୁ ସେମାନେ ଶିକ୍ଷକ କାହ୍ନା ବାରିକ ଙ୍କୁ ଧନ୍ୟବାଦ ଦେଇଥିଲେ I ଅନ୍ୟ ମାନଙ୍କ ଭିତରେ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ଅଧ୍ୟାପକ ଶିଖା ପଧାନ, ହେମନ୍ତ ମଲ୍ଲିକ, ସଂଯୁକ୍ତା କୁମାରୀ ନାୟକ, ସଂସ୍କୃତ କଲେଜ ଅଧ୍ୟାପକ ଧର୍ମରାଜ ବାଗ, ସଦାଶିବ ମଲ୍ଲିକ  ସଂସ୍କୃତ ଭାରତୀ ରାଜ୍ଯ ଶିକ୍ଷଣ ପ୍ରମୁଖ 

ମାନସ ରଞ୍ଜନ ସାହୁ ଉପସ୍ଥିତ ଥିଲେ I ଶେଷରେ ସଂସ୍କୃତ ଭାରତୀ ରାଜ୍ଯ ସମ୍ପାଦକ ଅଜିତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ସଭା ପରେ ଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତ ନାଟକ ଓ ଗୀତ ନୃତ୍ୟ ଇତ୍ୟାଦି ରେ ଭାଗନେଇ ଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ସଂସ୍କୃତ ଭାରତୀ ର ବିସ୍ତାରକ କାହ୍ନା ବାରିକ ଧନ୍ୟବାଦ ଦେଇଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like