-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
27-Oct-2022
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଆସନ୍ତା ନଭେମ୍ବର୍ ୨୯:ତାରିଖ ଦିନ ଶିକ୍ଷକ ମାନଙ୍କ ବିଭିନ୍ନ ଦାବି କୁ ନେଇ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ବିରାଟ ଆନ୍ଦୋଳନ ଓ ରେଲି ହେବାକୁ ଯାଉଛି l ଏହି ଅବସରରେ ଆଜି ବଲାଙ୍ଗିର ମିସନ୍ ପଡିଆ ଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସଂଘ ର ସଭାପତି କମଳ ଲୋଚନ ସାହୁ ଓ ସମ୍ପାଦକ ବିଷ୍ଣୁ ଚରଣ ସାହୁ ଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ କ୍ଳଷ୍ଟର ରୁ ଶିକ୍ଷକ ମାନେ ଆସି ଅନ୍ଦୋଳନ କୁ ସମର୍ଥନ ଜଣାଇ ଥିଲେ l ଆଗକୁ ଥିବା ଏହି ଶିକ୍ଷକ ରେଲିରେ ଯେପରି ଶିକ୍ଷକ ମାନେ ଶତପ୍ରତିଶତ ଉପସ୍ଥିତ ରହିବେ ସେ ନେଇ ସମସ୍ତଙ୍କୁ ଅନୁରୋଧ କରାଯାଇଛି l