-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
26-Oct-2022
ବଲାଙ୍ଗୀର-ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ମହାଆଡ଼ମ୍ବରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଝରବାହାଲି, କରମତଲା ଗିରିଗୋବର୍ଦ୍ଧନ ପୂଜାସ୍ଥଳୀକୁ ଟିଟିଲାଗଡ଼ ବିଜେପି ଦଳର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନଙ୍କ ସମେତ ବ୍ଲକ୍ ସାଂସଦ ପ୍ରତିନିଧି ଅକ୍ଷୟ ରଣା, କୁରଶୁଡ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରା, ସୁରେଶ ଦନ୍ତା, ରମେଶ ଥପ୍ପା, ପିଣ୍ଟୁ ବଗର୍ତ୍ତି, ସୁପେତ ବାଗ, ବୁଳୁ ରଣା, ଦର୍ଶନ ପ୍ରଧାନ, ଅକ୍ଷୟ ଘିବେଳା ପ୍ରମୁଖ ପରିଦର୍ଶନ କରିବା ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଥିଲେ।