-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଲକ୍ଷ୍ୟାଧିକ ଭକ୍ତରେ ପାଳିତ ହେଲା ଶ୍ରୀ ଶ୍ରୀ ଶ୍ରୀ ମହାପ୍ରଭୁ ବୁଢା ରଜା ଙ୍କ ଦଶହରା ଉତ୍ସବ l

15-Oct-2022



କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରl)
ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀ ବୁଢ଼ାରଜା ଙ୍କ ଦଶହରା କାହିଁ କେତେ କାଳରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ  ଆମପାଣି ଗ୍ରାମରେ  ଆମପାଣି ଓ ପଡୋଶୀ ଜ଼ିଲ୍ଲା ନବରଙ୍ଗପୁର ସୀମାରେ ଥିବା ଘାଟି ଉପରେ ଶ୍ରୀ ଶ୍ରୀ ମହାପ୍ରଭୁ ବୁଢାରଜା ପୂଜା ପାଇ ଆସୁଛନ୍ତି |ଦଶହରା ସମୟରେ କଳାହାଣ୍ଡି ଜ଼ିଲ୍ଲାରେ ଥିବା ସର୍ବ ଦେବାଦେବି ଙ୍କ  ଦଶହରା ପୂଜା ସରିଲା ପରେ କାର୍ତ୍ତିକ ମାସର କୃଷ୍ଣପକ୍ଷ  ତୃତୀୟା ଦିନ ମହାପ୍ରଭୁ ବୁଢା ରଜା ଙ୍କ ଦଶହରା ପର୍ବ ପାଳନ କରାଯାଏ| ଆମପାଣି ଘାଟି ଉପରେ ପ୍ରଭୁ ବୁଢାରଜା ଙ୍କ ଅବତାର ହେଲା ଦିନଠାରୁ ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମରେ ବେଶ ଆଡମ୍ବର ସହିତ ଧୁମ୍ ଧାମରେ ପାଳନ ହୋଇଛି |

ଦୀର୍ଘ ଦୁଇ ବର୍ଷରେ  ଭୟଙ୍କାରୀ ରୂପରେ କରୋନାର କୁପ୍ରଭାବ ଲୋକଙ୍କୁ ମହାମାରୀ ରୂପରେ ରୋଗ କ୍ରାନ୍ତ କରୁଥିବାଯୋଗୁଁ ପ୍ରଭୁ ବୁଢା ରଜାଙ୍କ ଦଶହରା ପର୍ବରେ ବିନା ଭକ୍ତରେ ପାଳିତ ହେଉ ଥିଲା |ଯାହାକୁ ନେଇ ବୁଢାରଜା ଙ୍କ ଦର୍ଶନ ପାଉ ନ ଥିବା ଯୋଗୁଁ ଭକ୍ତ ମହଲରେ ଆଖିରୁ ପାଣି ଝରି ମନ ଦୁଃଖରେ ରହି ଆସିଥିଲା |ଏବର୍ଷ କୋରାନାର କୋହଳ ହୋଇ ଥିବା ଯୋଗୁଁ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି କଳାହାଣ୍ଡି ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ପୋଲିସ  ତରଫରୁ ଶାନ୍ତି ଶୃଙ୍ଖଲା ପାଇଁ ସଜାଗ କରାଯାଇଛି |ଏବର୍ଷ ପ୍ରଭୁ ବୁଢାରଜା ଙ୍କ ଦଶହରା ରେ ବୁଢାରଜା ଙ୍କ ଦର୍ଶନ ପାଇବା ନିମନ୍ତେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା |ଏହି ଦଶହରା ପର୍ବ ଶନିବାର ଦିନ ପାଳିତ ହୋଇ ଯାଇଛି | ଆଜି ମଧ୍ୟାହ୍ନ ୧୨ ଘଣ୍ଟା ପରେ ବୁଢାରଜା ଙ୍କ ମୁଖ୍ୟ ପୂଜକ ଫକୀର ମୋହନ ପୂଝାରୀ ଙ୍କ ଘରୁ ଲାଠି, କଳସୀ ବାହାରି ବାଜା, ନାଗରା, ମହୁରୀ, ଶଙ୍ଖ,ଘଣ୍ଟ ଧୁନି ସହିତ ଘୁମୁରା ଓ ନାଗରା ର ତାଳେ ତାଳେ ମହାପ୍ରଭୁ ବୁଢା ରଜାଙ୍କ ଲାଠି ମନ୍ଦିରରେ ପହଂଚି ଵିଧି ଅନୁସାରେ ପୂଜା କରାଯାଇ ଥିବା ଦେଖିବାକୁ ମିଳିଥିଲା |ଆଜି ଦୁଇ ବର୍ଷପରେ ଭକ୍ତ ମାନେ ପ୍ରଭୁଙ୍କ ଦର୍ଶନ  ପାଇ ବହୁତ ଆନନ୍ଦିତରେ ଜୟ ପ୍ରଭୁ ବୁଢାରଜା ଉଚ୍ଚାରଣ ସହ ଘଣ୍ଟ, ଶଙ୍ଖରେ  ପ୍ରକମ୍ପିତ ରେ ନିଜକୁ ଧନ୍ୟ ମନେ କରି ତାଙ୍କରି କୃପା ଲାଭ କରିଥିଲେ |ବହୁଜନ ସମାଗମ କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ଦିଆ ଯାଇଥିଲା |ସମସ୍ତ ବିଧି ବିଧାନ ଅନୁସାରେ   ପୁଜା କାର୍ଯ୍ୟ ସମାପନ ହୋଇ ଥିଲା lଦଶହରା ରେ ଉପଭୋଗ ପାଇଁ ନବରଙ୍ଗପୁର ଜିଲ୍ଲା ଓ ପଡୋଶୀ ରାଜ୍ୟ ଛତିଶଗଡ଼ ଥିବାରୁ  ଏଠାରେ ଭକ୍ତଙ୍କ ଯାତ୍ରା ଦେଖିବା ପାଇଁ ବହୁ ସମାଗମରେ ମନ୍ଦିର ପ୍ରାଙ୍ଗଣର ଉଛୁଳି ପଡିଥିଲା l  ଏଠାରେ ନାଟକ,ଘୁମୁରା,ମିନା  ବଜାରରେ ଭକ୍ତମାନେ ବେଶ୍ ଯାତ୍ରା ଦେଖି ଆନନ୍ଦ ନେଇ ଖୁସି ମନାଇ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like