-+91-9937148622 |

prerana_bgr@rediffmail.com |

  Thursday 30th April 2026 |

| | | |

R.N.I. Regd No. ODIODI/2010/46693

Breaking News

ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   (30-Apr-2026)       ||      କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା    (30-Apr-2026)       ||      ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ    (30-Apr-2026)       ||      କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍   (30-Apr-2026)       ||      ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା   (30-Apr-2026)       ||      ଇଣ୍ଡିଆ ସ୍କେଟ ଗେମ୍ସରେ ବରଗଡ଼ ବୈଦିକ ସ୍କୁଲର କୃତିତ୍ୱ    (30-Apr-2026)       ||      ବ୍ରାହ୍ମଣୀପାଲିରେ ଟ୍ରାନ୍ସଫର୍ମର ପୋଡିଲା,ଚାଷୀଙ୍କ ଧାନ ମରିବା ଆଶଂକା   (30-Apr-2026)       ||      *ବରଗଡ଼ ଜିଲ୍ଲାରେ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ*   (30-Apr-2026)       ||      ନୃସିଂହନାଥ ଯାତ୍ରାରେ ଭାରତୀୟ କିସାନ ସଂଘ, ପାଇକମାଳ ବ୍ଲକ ଦ୍ୱାରା ଜଳଛତ୍ର ସେବା   (30-Apr-2026)       ||      Hj   (30-Apr-2026)       ||      ଗଞେଇ ଜବତ, ଚାଲାଣକାରୀ ଗିରଫ   (30-Apr-2026)       ||      ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ   (30-Apr-2026)       ||      ଓଏସଏପି ଷଷ୍ଠ ବାଟାଲିଅନରେ ଯୁବକ ଯୁବତୀଙ୍କୁ ନେଇ ଗଣ୍ଡଗୋଳ   (30-Apr-2026)       ||      ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ   (30-Apr-2026)       ||      ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା    (30-Apr-2026)       ||      ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   (30-Apr-2026)       ||      ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ    (30-Apr-2026)       ||      ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ    (29-Apr-2026)       ||      ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   (29-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    (29-Apr-2026)       ||     

HOME   ଜିଲ୍ଲା

ପଖନମୁଣ୍ଡା ବିଦ୍ୟାଳୟରେ ବିଶ୍ବ ହାତଧୁଆ ଓ ବିଦ୍ୟାର୍ଥୀ ଦିବସ ପାଳିତ

15-Oct-2022



କଣ୍ଟାବାଞ୍ଜି:(ପ୍ରେରଣା ଖବର)ତୁରେକେଲା ବ୍ଳକ ମାନ୍ଦଲା କ୍ଲଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ବ ହାତଧୁଆ ଦିବସ ଓ ବିଶ୍ବ ବିଦ୍ୟାର୍ଥୀ ଦିବସ ପାଳିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଶ୍ରୀ କୈବଲ୍ୟ ମାଝୀ, ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ସଭ୍ୟ ମଙ୍ଗଳା ଭୋଇ, ଶିକ୍ଷକ ମନୋଜ କୁମାର ତାଣ୍ଡି ଓ ଶ୍ରୀ ବିଶେଶ୍ୱର ମୁଦୁଲି ଉପସ୍ଥିତ ଥିଲେ।ସର୍ବ ପ୍ରଥମେ ଶ୍ରୀ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ କରିଥିଲେ।ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗଛ୍ଛ ଦେଇ ସ୍ୱ।ଗତ କରିଥିଲେ।ପ୍ରାକ୍ତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ଜନ୍ମ ଜୟନ୍ତୀ ତଥା ବିଶ୍ବ ବିଦ୍ୟାର୍ଥୀ ଦିବସ ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା।ତାପର ଛାତ୍ରୀମାନେ ସଂଗୀତ ପରିବେଷଣ କରିଥିଲେ।ଶ୍ରୀ ଦାଶ କାଲାମଙ୍କ ବିଷୟରେ ଆଲୋକପାତ କରିଥିଲେ।ତାପରେ ଆଜିର ଦିନକୁ ବିଶ୍ବ ହାତଧୁଆ ଦିବସ ରୂପେ ପାଳନ କରାଯାଉଥିବାରୁ ତାର ମହତ୍ତ୍ଵ ବର୍ଣ୍ଣନା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ହାତ ଧୋଇବାର ସୋପାନ ବତେଇବା ସହିତ ସମସ୍ତେ ମିଶି ହାତ ଧୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   30-Apr-2026
  ଜିଲ୍ଲା  
କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା   30-Apr-2026
  ଜିଲ୍ଲା  
ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ   30-Apr-2026
  ରାଜ୍ୟ  
କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍   30-Apr-2026
  ଜିଲ୍ଲା  
ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା   30-Apr-2026
  ଜିଲ୍ଲା  
ଇଣ୍ଡିଆ ସ୍କେଟ ଗେମ୍ସରେ ବରଗଡ଼ ବୈଦିକ ସ୍କୁଲର କୃତିତ୍ୱ   30-Apr-2026
  ଜିଲ୍ଲା  
ବ୍ରାହ୍ମଣୀପାଲିରେ ଟ୍ରାନ୍ସଫର୍ମର ପୋଡିଲା,ଚାଷୀଙ୍କ ଧାନ ମରିବା ଆଶଂକା   30-Apr-2026
  ଜିଲ୍ଲା  
*ବରଗଡ଼ ଜିଲ୍ଲାରେ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ*   30-Apr-2026
  ଜିଲ୍ଲା  
ନୃସିଂହନାଥ ଯାତ୍ରାରେ ଭାରତୀୟ କିସାନ ସଂଘ, ପାଇକମାଳ ବ୍ଲକ ଦ୍ୱାରା ଜଳଛତ୍ର ସେବା   30-Apr-2026
  ଜିଲ୍ଲା  
Hj   30-Apr-2026
  ରାଜ୍ୟ  
ଗଞେଇ ଜବତ, ଚାଲାଣକାରୀ ଗିରଫ   30-Apr-2026
  ଜିଲ୍ଲା  
ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ   30-Apr-2026

You Might Also Like

                               
  ଜିଲ୍ଲା  

Hj