-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||     

HOME   ଜିଲ୍ଲା

ଅତିତ-ବର୍ତ୍ତମାନ ଓ ଭବିଷ୍ୟତ ର ଚାହା ଦୋକାନ !

11-Oct-2022



ବରଗଡ/ନୂଆପଡା:-ସମୟ ବଦଳି ଚାଲିଛି ।ତା ସହିତ ବଦଳି ଚାଲିଛି ଖାଦ୍ୟପେୟ ଚାଲିଚଳନ ସହିତ ଭେଷଭୂଷା ।ଧିରେଧିରେ ମଣିଷ ସମୟନାନୁସାରେ ବିଶାକ୍ତ ଖାଦ୍ୟ ମଧ୍ୟ ଖାଇବାରେ ଲାଗିଲାଣି ।କାରଣ ଯେମିତି ହେଉ ବଞ୍ଚିବାକୁ ପଡ଼ିବ ।ବିଷାକ୍ତ ରାସାୟନୀକ ଓୈାଷଧର ପନିପରିବାର ଠାରୁ ଆରମ୍ଭ କରି ପାନୀୟ ଜଳ ପର୍ଯ୍ୟନ୍ତ ଆମେ ନିତିଦିନ ଖାଇଚାଲିଛୁ ‌।କହିବାର ତାତ୍ପର୍ଯ୍ୟ ହେଲା ଏହିକି,ଏଇ କିଛିଦିନ ହେଲା ନୂଆପଡ଼ା ସଦର ଠାରୁ ସାତକିଲୋମିଟର ଦୂରସ୍ଥ ସାରାଭଙ୍ଗ ଗ୍ରାମର ରୁପେଷ ଦେବାଙ୍ଗନ୍ ପେଟ ଚାଖଣ୍ଡକ ପାଇଁ ନୂଆପଡ଼ା ସହରର ଏକତାଛକ ଠାରେ ଏକ ଚାହା ଦୋକାନ ଖୋଲିଛନ୍ତି ।ସକାଳ ୫ ଘଣ୍ଟାରେ ଦୋକାନ ଖୋଲିଲା ବେଳକୁ ଏଠାରେ ହୁଏ ପ୍ରବଳଭିଡ ।ରାତ୍ର ୯ ଘଣ୍ଟା ଯାଏଁ ଦୋକାନ ଖୋଲା ରହେ ।ଏଠାରେ ଉଲ୍ଲେଖନୀୟ ଯେ,ସମୟ ଥିଲା ପ୍ରଥମେ ଆମେ କପପ୍ଳେଟ,ପରେ ଆସିଲା କାଚ ଗ୍ଲାସ ତାପରେ ପହଞ୍ଚିଲା ଷ୍ଟିଲ ଗ୍ଲାସ ତାପରେ ପରେ ବର୍ତ୍ତମାନ ଚାଲିଛି ମାଳିକା ବଚନ ଅନୁସାରେ କାଗଜ ରେ ନିର୍ମିତ ଓ କେମିକାଲ ପ୍ରଲେପ ଦାଆ ଡିସ୍ପୋ  ଚାହା ପିଇବା ଗ୍ଲାସ ।ସମସ୍ତ ଚାହା ଦୋକାନରେ ଡିସ୍ପୋ ଗ୍ଲାସ ବ୍ୟବହୃତ ହେଉଥିବାବେଳେ ଏ ବ୍ୟକ୍ତି ଜଣକ ଚାହା ବିକ୍ରୟ କରନ୍ତି ମଥୁରା ରେ ନିର୍ମିତ ମାଟି ଗ୍ଳାସ ରେ ।ଏହି ଦୋକାନରେ ନାଲି ଚାହା ଠାରୁ ଆରମ୍ଭ କରି ଆୟୁର୍ବେଦିକ ଚାହା ପର୍ଯ୍ୟନ୍ତ ।ଲୋକେ ଆଗ୍ରହର ସହ ମାଟିପାତ୍ର ରେ ଚାହା ପିଇବାକୁ ଅତ୍ୟନ୍ତ ପସନ୍ଦ କରିବାରେ ଲାଗିଛନ୍ତି ।ଏଭଳି ନିଆରା ପ୍ରୟାସ କିଭଳି ଆପଣ ଙ୍କ ମୁଣ୍ଡ କୁ ଜୁଟିଲା ବୋଲି ଆମ ପ୍ରତିନିଧି ପଚାରିବାରୁ ଚାହା ଦୋକାନୀ ଶ୍ରୀ ଦେବାଙ୍ଗନ୍ କହିଲେ ମୁଁ ମଥୁରା ରୁ ଏଇ ମାଟିରେ ନିର୍ମିତ ପାତ୍ର ମଗାଇ ଲୋକଙ୍କୁ ଚାହା ବିକ୍ରୟ ପାଇଁ ପସନ୍ଦ କଲି ।କାରଣ କେମିକାଲ ଯୁକ୍ତ କାଗଜ ତିଆରି ଗ୍ଲାସ୍ ଶରୀର ପାଇଁ ଏକ ପ୍ରକାର ର ସ୍ଳୋପଏଜନ ଅଟେ ।ଏଣୁ ମୁଁ ସ୍ୱାସ୍ଥ୍ୟ ହିଁ ସମ୍ପଦ କୁ ଦୃଷ୍ଟିରେ ରଖି ଏଇ ସିଦ୍ଧାନ୍ତ ନେଇଛି ।ସତରେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜିବୀ ମାନେ ସମସ୍ତ ଚାହା ଦୋକାନୀ ମାନଙ୍କୁ ଏଭଳି ମାଟିପାତ୍ର ବ୍ୟବହାର କରିବାକୁ ଅନୁରୋଧ କରନ୍ତି ।
(-ନିରଞ୍ଜନ ତ୍ରିପାଠୀ  ଙ୍କ ସହ ନୂଆପଡ଼ା ରୁ ଡେନିସ୍ ରାଏ ଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026

You Might Also Like