-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ମାଁ ଦ୍ବାରସେହ୍ନୀଙ୍କ ବୁଏଲ ଯାତ୍ରା ସମ୍ପନ୍ନ

07-Oct-2022



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଅଦ୍ଧିଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀଙ୍କ ଷୋଡଶ ଦିନାତ୍ମକ ପୂଜାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୁଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଦଶହରା ପୂଜା ମଧ୍ଯରୁ ଅନ୍ୟତମ ହେଉଛି ବୁଏଲ ଯାତ୍ରା ।  ଦେବିଙ୍କ ଶୁକ୍ଲ ପୃଜା ଉପଚାର ଓ ରକ୍ତ ପୂଜା ଉପଚାର ର ଶେଷ ଦିନାତ୍ମକ ଓ ଗୁରୁତ୍ବପୂର୍ଣ୍ଣ ଦିବସ ହେଉଛି ବିଜୟାଦଶମୀ ତିଥି ଏହିଦିନ ଦେବୀ ମାଁ ଦ୍ବାରସେହ୍ନୀ ମନ୍ଦିର ରୁ ବାହାରକୁ ଆସିବା ସହ ନଗର ପରିକ୍ରମା କରି ଜନସାଧାରଣଙ୍କୁ ଦର୍ଶନ ଦେବାସହ  ସୁଃଖ ଦୁଃଖ ବୁଝି ଥାନ୍ତି । ଏହି ଦିନକୁ ଅଞ୍ଚଳ ବାସି ଚାତକ ପରି ଅପେକ୍ଷାକରି ରହିଥାନ୍ତି। ସେଥିପାଇଁତ ସିନ୍ଧେକେଲାର ସମସ୍ତ ଜନସାଧାରଣଙ୍କ ଘର ବାଟରେ ଝୁଟି କାଟି ପିଢା ପକାଇ ନିଜ ଘର ପାଖକୁ ଦେବୀ କେତେବେଳେ ପହଞ୍ଚିବେ ଅପେକ୍ଷା କରି ରହିଥାନ୍ତି। ଏହି ସମୟରେ ଗୋପୀନାଥ ସାହୁଙ୍କ ନେତୃତ୍ବରେ ସିନ୍ଧେକେଲା ଓ ଖୋଳାନ ର ଯୁବକ ମାନେ ଅସୁର, କଟପ୍ପା , କାଳୀ ଏମିତି ଅନେକ ବେଶରେ ବାହାରି ଲୋକଙ୍କ ମନୋରଞ୍ଜନ କରିଥିଲେ।  ଚଳିତ ବର୍ଷ ଦେବୀଙ୍କ ମନ୍ଦିରରେ ସମସ୍ତ ସେବାୟତ ପହଞ୍ଚିବା ପରେ କେଉଁଟ ସେବକ ମାନେ ଗଡତିଆ ପରିବାର ମୁଖ୍ଯ( ରାଜା ) ଅରୁଣ ସିଂଦେଓଙ୍କୁ ତରବାରି ଖେଳ ପ୍ରଦର୍ଶନ କରିକରି ତାଙ୍କ ବାସଭବନ ଠାରୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।

ପରେ କାଳିସୀ ବିକ୍ରମ ଥନାପତୀଙ୍କ ଦେହରେ ଦେବୀ ସବାର ହେବାପରେ ମାଳି ସେବକ ମାନେ ମନ୍ଦାରମାଳ ବନତୁଳସୀ, ପଦ୍ମଫୁଲ ସହ ଅନ୍ଯାନ୍ଯ ଫୁଳମାଳ ରେ ସୁସଜ୍ଜିତ କରିବାପରେ ଦେବୀ ଛତର ମନ୍ଦିର ଓ ରାଜାଙ୍କ ବାସଭବନ ସାମ୍ନାରେ ଦେବୀ ଆସିଥିବା ସିଦ୍ଧ କରିବାକୁ ତରବାରି କୁ ଜିଭରେ ବଙ୍କା କରି ଦେଖାଇଥିଲେ। ଓ ପାଟପୂଜା ପାଇବାପରେ ଦେବୀ ନଗରଭ୍ରମଣ ପାଇଁ ବାହାରି ସାଧାରଣ ଲୋକଙ୍କ ଗହଣରେ ପହଞ୍ଚି ଲୋକଙ୍କ ସୁଃଖ ଦୁଃଖ ବୁଝିଥିଲେ। ଏଥିରେ ମନ୍ଦିରର ସମସ୍ତ ସେବାୟତ ସହଯୋଗ କରିଥିଲେ। ବୁଏଲ ଯାତ୍ରାରେ ସିନ୍ଧେକେଲାରେ ବହୁଭିଡ ପରିଲକ୍ଷିତ ହୋଇଥିଲା। ଦେବୀ ମନ୍ଦିରରୁ ମଙ୍ଗଳବାର ଅପରାହ୍ନ ୫ ଟାରେ ବାହାରିଥିବା ବେଳେ ବୁଧବାର ମଧ୍ୟାହ୍ନ ୨ ଟା ପର୍ଯ୍ୟନ୍ତ ଅବିରତ ଭାବେ ଦେବୀ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପରେ ଦଶହରା ପାଇଁ ଗାଁକୁ ଆସିଥିବା ସମସ୍ତ ଦେବୀ , ଦେବତା ଓ ଯୋଗିନୀ ମାନଙ୍କୁ ଗାଁର ଚତୁଦ୍ଦିଗରେ ଥିବା ଶେଷ ସିମାନ୍ତ କୁ ପହଞ୍ଚି ବିଦାୟ ଦେବାସହ ଗାଁ ବାନ୍ଧି ଥିଲେ ରୁନି ଘିଚା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026

You Might Also Like