-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଟିକରାପଡ଼ା ପୂଜା ମଣ୍ଡପ ଠାରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

27-Sep-2022



ବଲାଙ୍ଗିର(-ପ୍ରେରଣା ଖବର) : ଚଳିତ ବର୍ଷ ସ୍ଥାନୀୟ ଟିକ୍ରାପଡ଼ା ପୂଜାମଣ୍ଡପ (ଗାଂଧିପାଠାଗାର )ରେ  ୫୫ ତମ ସାର୍ବଜନୀନ ଦୁର୍ଗା ପୂଜା ୨୫/୯/୨୨ ରବିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ବିଲ୍ୱଧିଵାସ ସହ ନବରାତ୍ର ଦୁର୍ଗା ପୂଜାର  ଵିଧି ଆରମ୍ଭ ହୋଇଯାଇଛି l ଚଳିତ ବର୍ଷ ଦୁର୍ଗା ପୂଜା କମିଟିର ସଭାପତି ପ୍ରକାଶ ନେପାକ,

ଉପ ସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦିପ ସାହୁ ଓ      କୋଷlଧ୍ୟକ୍ଷ ଜିତେନ୍ଦ୍ର ନାଗ ପ୍ରମୁଖ ପୂଜା ଦାୟିତ୍ୱ ନିର୍ବାହ କରୁଛନ୍ତି l ଚଳିତ ବର୍ଷ ଦୁର୍ଗା ପୂଜାର ପୂଜକ : ନିରଞ୍ଜନ ପୂଜାରୀ,  ଶାନ୍ତନୁ ଆଚାର୍ଯ୍ୟ, ରମଣୀ ବାବୁ ମାଁ ଙ୍କର ପୂଜାଵିଧି ର ଦାୟିତ୍ୱ ବହନ କରିଛନ୍ତି l ଚଳିତ ବର୍ଷ ଟିକ୍ରାପଡା (ଗାନ୍ଧି ପାଠାଗାର )ନବରାତ୍ର ଦୂର୍ଗା ପୂଜା ରେ ମୁଖ୍ୟ କର୍ତ୍ତା : ବିଜୟ ସାହୁ ଓ ସହଧର୍ମିଣୀ ନମିତା ସାହୁ ତଥା ୨୬/୯/୨୨ ସୋମବାର :ଦେବୀ ଙ୍କ ଶୈଳପୁତ୍ରୀ ପୂଜାରେ କର୍ତ୍ତା ରାମକୃଷ୍ଣ (ଜିତୁ )ମଟାରି ଓ ସହଧର୍ମିଣୀ ପ୍ରତିମା ମଟାରି 
୨୭/୯/୨୨ ମଙ୍ଗଳବାର :ଦେବୀଙ୍କ ବ୍ରହ୍ମ ଚାରିଣୀ ପୂଜାରେ କର୍ତ୍ତା ବିଜୟ (ବାବୁଲା )ରଥ ଓ ସହଧର୍ମିଣୀ ମିନତୀ ରଥ 
୨୮/୯/୨୨ ବୁଧବାର :ଦେବୀଙ୍କ ଚନ୍ଦ୍ରଘଣ୍ଟା ପୂଜାଦିନ କର୍ତ୍ତା ରାଜେନ୍ଦ୍ର ମିଶ୍ର ଓ ସହଧର୍ମିଣୀ ମଞ୍ଜୁଳା ମିଶ୍ର  
୨୯/୯/୨୨ଗୁରୁବାର :ଦେବୀଙ୍କ କୁଷ୍ମାଣ୍ଡ ପୂଜାଦିନ କର୍ତ୍ତା ସଂଜୀତ କୁମାର ଦାସ  ଓ ସହଧର୍ମିଣୀ ବବିତା ଦାସ   l 
୩୦/୯/୨୨ଶୁକ୍ରବାର :ସ୍କନ୍ଦମାତା ପୂଜାଦିନ ଦୂର୍ଗା ଚାରଣ ସାହୁ ଓ ସହଧର୍ମିଣୀ ସରିତା ସାହୁ ୧/୧୦/୨୨ଶନିବାର :ଦେବୀଙ୍କ କାତ୍ୟାୟନୀ ପୂଜାଦିନ କର୍ତ୍ତା ପ୍ରକାଶ ନେପାକ ଓ ସହଧର୍ମିଣୀ ଭାରତୀ ନେପାକ  l 
 

2/10/22 ରବିବାର :ଦେବୀଙ୍କ କାଳରାତ୍ରି ପୂଜାଦିନ କର୍ତ୍ତା ରାଜୀବ ହୋତା ଓ ସହଧର୍ମିଣୀ ବନ୍ଦିତା ହୋତା l 
3/10/22 ସୋମବାର :ମହାଷ୍ଟମୀ ପୂଜା ଓ ସନ୍ଧିପୂଜା (ଦିବା ଘ :4.09 ରୁ ଘ : 4.33)ଦିନ କର୍ତ୍ତା ବଳରାଜ କର ଓ ସହଧର୍ମିଣୀ ସାଗରୀକା, 
ଦିଲୀପ ସାହୁ ଓ ସହଧର୍ମିଣୀ  କଳ୍ପନା ସାହୁ, ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ l 
4/10/22ମଙ୍ଗଳବାର :ଦେବୀଙ୍କ  ମହାନବମୀ ପୂଜା ଓ ସିଦ୍ଧିଦାତ୍ରୀ ପୂଜା, କୁମାରୀ ପୂଜନ ଦିନ କର୍ତ୍ତା ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ l 
5/10/22 ବୁଧବାର :ଦଶମୀ ପୂଜା, ଅପରାଜିତା ପୂଜା ଓ ଘଟ ବିସର୍ଜନ ଦିନ କର୍ତ୍ତା ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ ପ୍ରମୁଖ ମାଁ ଙ୍କ ଆରାଧନା କରିବେ l ପ୍ରତ୍ୟକ ଦିନ ସନ୍ଧ୍ୟା ରେ ସ୍ୱତନ୍ତ୍ର ଭାବେ ଚଣ୍ଡୀ ପାଠ ଓ ହବନ କରାଯିବ f
 7/10/22 ଶୁକ୍ରବାର ଦିବା  4 ଘଣ୍ଟl :ଭସାଣି ଯାତ୍ରା କରାଯିବ ବୋଲି ସଭାପତି ପ୍ରକାଶ ନେପାକ ସୂଚନା ଦେଇଛନ୍ତି l ପୂଜା କାର୍ଯ୍ୟ ଆୟୋଜନରେ ଭଗବାନ ବଗର୍ତି, ବୈଷ୍ଣବ ସାହୁ,  ଟୁନା ହୋତା, ରାଜେନ୍ଦ୍ର ପାଣି, ଋଆଜ଼ ଖା, ପ୍ରବୀଣ ଦର୍ଜୀ, ଆକବର ଖାଁ (ମାନା ),ଚିତ୍ତ ସାହୁ,  ପ୍ରମୋଦ ସାହୁ, ଦୁର୍ଗା ସାହୁ, ଅବଦୁଲ ରା଼ଜ଼ାକ, ଆକବର, ଅଜିତ ପଣ୍ଡା, ସଞ୍ଜୟ ଗଡ଼ତ୍ୟା ଏବଂ ସମସ୍ତ ସଭ୍ୟ l ପୂଜା କାର୍ଯ୍ୟ ରେ ବାବୁ ଶ୍ରୀଚନ୍ଦନ, ଦାଶରଥି ସାହୁ,ସୁରୁ ସାହୁ  ଶୀବେନ୍ଦ୍ର ସାହୁ l ଚଳିତ ବର୍ଷ ମାଁ ଙ୍କ ପୂଜାର୍ଚନା ଉପରେ ବିଶେଷ ଧ୍ୟାନ ଦିଆ ଯାଉଥିବାର ଉପସଭାପତି ସନ୍ତକ ବହିଦାର ସୂଚନା ଦେଇଛନ୍ତି l ଚଳିତ ବର୍ଷ ବିଶେଷ କରି ସଭ୍ୟ ମାନଙ୍କ ଚାନ୍ଦା ରେ ଦୁର୍ଗା ପୂଜା ଆୟୋଜନ କରାଯାଇଛି ଏବଂ ଶାନ୍ତି ଶୃଙ୍ଖଳା ସହ ଦୁର୍ଗା ପୂଜା ଆୟୋଜନ କରାଯାଉଛି ବୋଲି ସମ୍ପାଦକ ପ୍ରଦିପ ସାହୁ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like