-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Sep-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ସଭାଗୃହ ଠାରେ ଚର୍ମ ରୋଗ ନିରାକରଣ ସଚେତନତା ଶିବିର ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ ବରଗଡ଼ ବିକାଶ ହସ୍ପିଟାଲର ଡ ଇପ୍ସିତା ଦେବତା ଯୋଗଦେଇ ଚର୍ମ ରୋଗରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଆଦରକାରୀ କସମେଟିକ ବ୍ୟବହାର ନ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ମନୋବିଜ୍ଞାନ ପ୍ରାଧ୍ୟାପକ ମନୋରଞ୍ଜନ ପ୍ରଧାନ,ଓଡ଼ିଆ ପ୍ରାଧ୍ୟାପକ ନିରଞ୍ଜନ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ ।ସଂସ୍କୃତ ପ୍ରାଧ୍ୟାପକ ସୁଶାନ୍ତ କୁମାର ଗୁଣ୍ଡୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |