-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
26-Sep-2022
ପଦ୍ମପୁର(ନରହରି ବଗର୍ତ୍ତୀ) - ଆଜି ପଦ୍ମପୁର ଝଙ୍କରପାଲି ସ୍ଥିତ ଜେନିଥ ସ୍କୁଲ ବସ ପ୍ରାୟତଃ ଦିବା ୧୨ ଘ ସମୟରେ ଛାତ୍ର ଛାତ୍ରୀ ଙ୍କୁ ଧରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛ କୁ ପିଟି ଓଲଟି ପଡ଼ିବାରୁ ଗାଡ଼ିଟି ଓଲଟି ଯାଇଥିଲା ଓ ଅଳ୍ପକେ ଛାତ୍ର ଛାତ୍ରୀ ଦୁର୍ଘଟଣା ରୁ ବର୍ତ୍ତିଲେ ।ସୂଚନା ମୁତାବକ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି ।