-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
26-Sep-2022
କେସିଙ୍ଗା(ଆନନ୍ଦ ସାଗର ଜୈନ) ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ରାଜସ୍ଥାନର ଲାଡନୁରେ ଅନୁଷ୍ଠିତ ତିନିଦିନିଆ ୫୬ତମ ଅଧିବେଶନରେ କେସିଙ୍ଗା ତେରାପନ୍ଥ ଯୁବକ ପରିଷଦକୁ ୨୦୨୧-୨୨ରେ ତ୍ରିରାଜ୍ୟ ସ୍ତରୀୟ ଯୁବା ସମ୍ମିଳନୀ ଆଯୋଜନ କରିଥିବାରୁ ସମ୍ମାନୀତ କରାଯାଇଥିଲା। ଏହି ସମ୍ମାନ ଆଖିଳଭାରତୀୟ ତେରାପନ୍ଥ ଯୁବକ ପରିଷଦ ଅଧ୍ୟକ୍ଷ ପଙ୍କଜ ଡାଗା ପ୍ରଦାନ କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ଆନନ୍ଦ ସାଗର ଜୈନ, କାର୍ଯକାରୀ ଅଧ୍ୟକ୍ଷ ରାଜେଶ ଜୈନ, ମନୋନିତ ଅଧ୍ୟକ୍ଷ ବିକାଶ ଜୈନ, ଅଭାତେୟୁପ ସଦସ୍ଯ ଅଭିଷେକ ଜୈନ,ଅଭାତେୟୁପ ସଦସ୍ଯ ତଥା କେସିଙ୍ଗା ଶାଖା ପ୍ରଭାରୀ ଗୌତମ ଜୈନ, କିଶୋର ମଣ୍ଡଳ ସଂଯୋଜକ ମୋଦିତ ଜୈନ ଓ ରାଜ୍ଯ ଜୈନ ସ୍ବତାମ୍ବର ତେରାପନ୍ଥ ସଭାର ମିଡିଆ ପ୍ରଭାରୀ ତଥା ତୁଷୁରା ତେରାପନ୍ଥ ଅଧ୍ୟକ୍ଷ ମନୋଜ କୁମାର ଜୈନ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ।