-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
25-Sep-2022
ବଲାଙ୍ଗୀର,(ପ୍ରେରଣା ଖବର)-ଆଜି ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମ ଠାରେ ଯୁବ କଲ୍ୟାଣ ଯୁବକ ସଂଘ ପକ୍ଷରୁ ଏକ ରାକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା କୁଲତା ସମାଜର ସଭାପତି ଅସୀମ ଭୋଇ ଯୋଗ ଦେଇଥିଲେ । କାଘର୍ଯ୍ୟକ୍ରମକୁ ସଫଳ କରିବାରେ ବୀରେନ୍ଦ୍ର ଗଡତ୍ୟା, ସୁରେନ୍ଦ୍ର ସାହୁ, ଆନନ୍ଦ ବିଶ୍ୱାଲ, ପ୍ରମୋଦ ଭୋଇ, ମଦନ ସାହୁ, ସୁଶାନ୍ତ ସାହୁ, ଆକାଶ ସାହୁ, ଅଙ୍କିତ ବିଶ୍ୱାଲ, ସୁଦର୍ଶନ ବିଶ୍ୱାଲ ପ୍ରମୁଖ ସହଯୋଗ କରିଥିଲେ ।