-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Sep-2022
ବଲାଙ୍ଗୀର,ବଲାଙ୍ଗୀର ସଦର ବ୍ଲକ ଖଲିଆପାଲି ପଂଚାୟତ ଅଧୀନସ୍ଥ ଖଲିଆପାଲି ବଂଶୀଧର ହାଇସ୍କୁଲ ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହାଇସ୍କୁଲ ପରିସରରେ ଥିବା ଅନାବନା ଲଟା ଓ ଆବର୍ଜନାକୁ ସଫା କରାଯାଇଥିଲା । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ବଲାଙ୍ଗୀର ସଦର ବ୍ଲକ ବିଡିଓ ଙ୍କ ସମେତ ସମିତି ସଭ୍ୟ ଗୋଲାପ ବାଗ, ଦେବାଶିଷ ମିଶ୍ର, ଗିରିଶା ନାଏକଗଜାନନ ଖମାରୀ ପ୍ରମୁଖ ସହଯୋଗ କରିଥିଲେ । ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ସ୍ୱଚ୍ଛ ଭାରତ ମିସନରେ ସାମିଲ ହୋଇଥିଲେ ।