-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି ଦାଦନସେଠଙ୍କଠାରୁ ପୁଲିସର ଟଙ୍କା ହଡପ ମାମଲା  :  ଜବତ ଟଙ୍କା ବ୍ୟାଙ୍କରେ ଜମା : ବାକି ଉଦ୍ଧାର ଟଙ୍କାର ଜମା କେବେ ?  ଥାନାରେ ମାମଲା ଋଜୁ ହେବ କି  ?

23-Sep-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ ୧୬ ତାରିଖରେ କଣ୍ଟାବାଞ୍ଜି ସହରର ଶ୍ରୀ ଅନ୍ନପୂର୍ଣା ହୋଟେଲରେ କଣ୍ଟାବାଞ୍ଜି ପୁଲିସ୍ ଚଢାଉ କରି ୭ ଜଣ ଆନ୍ଧ୍ରର ଦାଦନସେଠଙ୍କୁ ଜୁଆଡି ସଜାଇ ଗିରଫ କରି ଥାନାରୁ ନୋଟିସ୍ ଦେଇ ସ୍ଥାନୀୟ ଦାଦନସର୍ଦ୍ଦାରଙ୍କ ମାର୍ଫତ୍ ରେ ଛାଡିଦେବା ଓ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ କରିବା ଏବଂ ଏଥିରେ କୋଟିଏରୁ ଉର୍ଦ୍ଧ୍ବଟଙ୍କା ପୁଲିସ୍ ହଡପ କରିଥିବା ସହ ଥାନା ଓ ପୁଲିସ୍ ଠାରୁ ଆହୁରି ୨୦ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିବା ଇତ୍ୟାଦି ଅଭିଯୋଗରେ ସମ୍ପୃକ୍ତ ଏସଡିପିଓଙ୍କୁ ବଦଳି ଘଟଣାରେ ଅଦ୍ୟାବଧି  ଆବଶ୍ୟକୀୟ ଆଇନଗତ ମାମଲା ଋଜୁ ଓ କା,ର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାଣି କି  ? ଏହାର ତଦନ୍ତ କାହାଦ୍ବାରା କେବେ ହେବ ଓ ଏସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀ ତଥା ସରକାର ଏଯାଏଁ  କାର୍ଯ୍ୟାନୁଷ୍ଠାନରେ ତତ୍ପରତା ଦେଖାଇବାରେ ବିଳମ୍ବ କାହିଁକି ବୋଲି ଜନସାଧାରଣରେ ଜିଜ୍ଞାସା ସୃଷ୍ଟି ହୋଇଛି ।

ଇତିମଧ୍ୟରେ ପ୍ରଥମେ ଅଭିଯୁକ୍ତ ପୁଲିସ୍ କର୍ମଚାରୀଙ୍କ ଦ୍ବାରା ଜୁଆଖେଳ ଓ ଜବତ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା କୋର୍ଟ ଆଦେଶକ୍ରମେ ବ୍ୟାଙ୍କ ରେ ଜମା କରାଯାଇଛି ।  ପରବର୍ତ୍ତୀ ସମୟରେ ଏହି ହୋଟେଲର ଚଢାଉରେ ହଡପ ହୋଇ ଥାନାରୁ ୧୩ ଲକ୍ଷ ଓ ଏସଡିପିଓଙ୍କ ଘରମାଲିକଠାରୁ ୭ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିବା ପ୍ରକାଶ ପାଇଥିବାବେଳେ , ଏହା କେବେ କୋଉଠି ଜମା କରାଯିବ ? ଏତଦ୍‌ବ୍ୟତୀତ ଏହି ମାମଲାରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ଓ  ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଚୋରି ବା ହଡପ ଦଫାରେ ମାମଲା ଋଜୁ କରାଯିବ କି ନାହିଁ  ? ଏସମ୍ପର୍କରେ ସରକାରଙ୍କ ବିଳମ୍ବର କାରଣ କ'ଣ  ? 

ଆଶ୍ଚର୍ଯ୍ୟର ବିଷୟ ଯେ ଏଥିରେ ଜଡିତ କଣ୍ଟାବାଞ୍ଜି ଏସଡିପିଓ ଡ. ହୃଷିକେଶ ମେହେରଙ୍କ ବ୍ୟତୀତ ଥାନାଧିକାରୀ ବାମଦେବ ଶଙ୍ଖୁଆଳ ଓ ଅନ୍ୟ ପୁଲିସ୍ କର୍ମଚାରୀଙ୍କ ସମେତ ଜିଲ୍ଲା ପୁଲିସର ମୁଖିଆ ଏସ ପି ନୀତିନ କୁଶଳକରଙ୍କୁ ନିର୍ଦ୍ଦୋଷ ଚିତ୍ରଣ କରାଯିବାରେ କେତେକ ଗଣମାଧ୍ୟମ ଓ  କିଛିବର୍ଷତଳେ ଏପରି ଏକ ହୋଟେଲରୁ ଆନ୍ଧ୍ରଦାଦନସେଠଙ୍କୁ ଗିରଫ ଘଟଣାରେ  ଥାନାରେ ଯାଇ ଧାରଣାଦେଇଥିବା  କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କର ସଫେଇ ଉଦ୍ଦେଶ୍ୟମୂଳକ ନୁହେଁ ତ ବୋଲି ସନ୍ଦେହ ପ୍ରକାଶ ପାଉଛି । ଅଭିଯୁକ୍ତ ଡିଏସପି ଡ.ମେହେର ତାଙ୍କ ମୁଣ୍ଡରେ ଅଠା ବୋଳି ଦିଆଯାଇଛି ବୋଲି ସଫେଇ ଦେଉଥିଲାବେଳେ , କେତେକ ଗଣମାଧ୍ୟମରେ ତାଙ୍କୁ ତାଙ୍କର ପୂର୍ବ କାର୍ଯ୍ୟକଳାପକୁ ଉଲ୍ଲେଖ କରାଯାଇ ତାଙ୍କୁ ଚୋରଚଣ୍ଡାଳ ଆଖ୍ୟା ଦିଆଯାଇସାରିଥିବା  ବଲାଙ୍ଗୀର ପୁଲିସ୍ ପ୍ରଶାସନର ଚିତ୍ରକୁ ବିବଦମାନ କରିପକାଇଛି । ଏଣୁ ସରକାର ତୁରନ୍ତ ଏହି ମାମଲାର ଉଚ୍ଚସ୍ତରୀୟ ଉଚିତ୍ ତଦନ୍ତ କରାଇ ସମସ୍ତ ଜଡିତ ବା ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଶୀଘ୍ର ଦୃଷ୍ଟ୍ବାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାର ନିର୍ବାଚିତ ସାଂସଦ , ମନ୍ତ୍ରୀ , ବିଧାୟକ ଓ ଲୋକପ୍ରତିନିଧିମାନେ ସରକାରଙ୍କ ନିକଟରେ ଦାବିକରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like