-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
23-Sep-2022
ମୁରିବ।ହାଲ: ମୁରିବ।ହାଲ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ନୂତନ ଭାବେ ଯୋଗ ଦେଇ ଥିବା ବି ଡି ଓ ପୂର୍ଣା ନନ୍ଦ ପଟେଲ ଙ୍କ ତତ୍ତ୍ଵାବଧାନରେ ବ୍ଲକ୍ ଅଫିସ୍ ସମ୍ମୁଖରେ ମୁରିବ।ହାଲ୍ ବ୍ଲକ୍ ଅଫିସ୍ ର ସମସ୍ତ କର୍ମଚାରୀ ବୃନ୍ଦ,ମୁରିବ।ହାଲ୍ ବ୍ଲକ୍
୨୨ ଟି ଗ୍ରାମ ପଞ୍ଚାୟତ ପ୍ରାୟ ସମସ୍ତ ପି ଇ ଓ ଏହି ଅଭିଯାନ ରେ ଯୋଗ ଦେଇ ବ୍ଲକ୍ ଅଫିସ୍ ସମ୍ମୁଖରେ ପ୍ରଥମେ ସଫେଇ କାମ ଆରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ମାସ ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳେ।