-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ଆରମ୍ଭ ହେଲା ସିନ୍ଧେକେଲା ଅଞ୍ଚଳର ଅଦ୍ଧିଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀଙ୍କ ଦଶହରା, ଦୁଇ ବର୍ଷର ବ୍ୟବଧାନ ପରେ ଦେବୀ ମନ୍ଦିର ବାହାରକୁ ବାହାରିବେ: ଏଥର ଜନସମୁଦ୍ର ପାଳଟିବ କନିଆଅନା ଯାତ୍ରା

19-Sep-2022



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ):ପ୍ରତିବର୍ଷ ଦଶହରା ମାସରେ ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀ ଦେବୀଙ୍କ ଷୋଡଶ ଦିନାତ୍ମକ ଦଶହରା ଯାତ୍ରା ବେଶ ଧୁମଧାମରେ ପାଳିତ ହୋଇଥାଏ। ମୁଳାଷ୍ଟମୀ ଠାରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଷୋଡଶ ଉପଚାରରେ ମାଁଙ୍କ ପୁଜା ହେବାକୁ ଥିବାବେଳେ କାର୍ଯ୍ଯସୂଚୀ ଅନୁଯାଇ ୧୭ ତାରିଖ ଶନିବାର ମୁଳାଷ୍ଟମୀ ରେ ଖଣ୍ଡାବସା କାର୍ଯ୍ୟକ୍ରମ ରୁ ଆରମ୍ଭ ହୋଇଛି ସିନ୍ଧେକେଲା ଦଶହରା। ୨୫ ତାରିଖ ରବିବାର ଛତ୍ରଉଭା, ୨୬ ତାରିଖ କନିଆଅନା 

ବାଇଚଗାଁ ଯାତ୍ରା, ୦୨ ତାରିଖ ପୀଠେ ମହାଷ୍ଟମୀ ବା ବଡପୂଜା, ୪ ତାରିଖ ବିଜୟା ଦଶମୀ ବା ବୁଏଲ ଯାତ୍ରା, ୫ ତାରିଖ ରୁନିଘିଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସିନ୍ଧେକେଲା ରାଜ ପରିବାର ମୁଖ୍ଯ ଅରୁଣ ସିଂହଦେଓଙ୍କ କାର୍ଯ୍ଯସୂଚୀ ବାହାରି ସାରିଛି। ଏହାକୁ ନେଇ ପ୍ରଥମ ଦିନ ମୂଳାଷ୍ଟମୀ ତିଥିରେ ମନ୍ଦିରର ସମସ୍ତ ସେବାୟତ ମାନେ ରାଜା ଶ୍ରୀ ସିଂହଦେଓଙ୍କୁ ତାଙ୍କ ବାସଭବନ ରୁ ଦେବୀଙ୍କ ମନ୍ଦିର ପର୍ଯ୍ୟନ୍ତ ଢୋଲ, ନିଶାନ, ତାସା, ମହୁରୀ ବଜାଇ ପାଛୋଟି ନେଇଥିଲେ। ପରେ ମନ୍ଦିରରେ କାଳିସୀ ବିକ୍ରମ ଥନାପତୀଙ୍କ ଦେହରେ ଦେବୀ ସବାର ହୋଇ ଏ ବର୍ଷ ଦେବୀ ମନ୍ଦିର ବାହାରକୁ ବାହାରି ଦଶହରା ପର୍ବ ପାଳନ କରାଯିବାର ଆଦେଶ ଦେବାପରେ ସିନ୍ଧେକେଲା ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି । ପ୍ରକାଶ ଥାଉକି କରୋନା ମହାମାରି ଯୋଗୁଁ ଦେବୀଙ୍କ ଯାତ୍ରା ଦୁଇବର୍ଷ ହେଲା ବନ୍ଦ ଥିଲା ତେଣୁ ଏ ବର୍ଷ ବହୁ ଦୂରଦୁରାନ୍ତରୁ ଭକ୍ତ, ଶ୍ରଦ୍ଧାଳୁ ଓ ମାନସିକ ଧାରି ପହଞ୍ଚିବାର ଆଶା ରହିଛି । ତେବେ ବିଶେଷକରି ଏହି

ଷୋଡଶ ଦିନାତ୍ମକ ପୁଜା ମଧ୍ୟରେ ଇଚଗାଁ ଯାତ୍ରା ବା କନିଆଅନା ଯାତ୍ରାର ବିଶେଷତ୍ବ ହେଲା ସିନ୍ଧେକେଲାରୁ ଇଚଗାଁ ପର୍ଯ୍ୟନ୍ତ ଦିର୍ଘ ୯ କିଲୋମିଟର ଧରି ଦେବୀ ଚାଳିଚାଳି ଯାଇ ଫେରିଥାନ୍ତି। ଏଥିରେ ୯ କିଲୋମିଟର ଧରି ରାସ୍ତା ଜନ ସମୁଦ୍ର ପାଳଟିଥାଏ। ଏଥିରେ ବହୁ ରାଜନୈତିକ ବ୍ୟକ୍ତିବିଶେଷ ବି ସାମିଲ ହୋଇ ମାଁଙ୍କ ଦର୍ଶନ କରିଥାନ୍ତି। ତେଣୁ ପୋଲିସ ପ୍ରଶାସନ ଏ ଉପରେ ବିଶେଷ ଦୃଷ୍ଟିଦେବା ଆବଶ୍ୟକ ଓ ଫୋର୍ସ ମୁତୟନ ଜରୁରୀ ବୋଳି ମତପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like