-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2022
ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ସହର ସନ୍ନିକଟ ବିଜାଖମନ ଠାରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିବା ରାସ୍ତା ଅବରୋଧ ହୋଇଯାଇଛି I ଏଥି ଯୋଗୁଁ ବଲାଙ୍ଗିର ବିଜାଖମନ ରାସ୍ତାରେ ଶତାଧିକା ଗାଡି ମୋଟର ଅଟକି ରହିଛି l ବଲାଙ୍ଗିର ଟିଟିଲାଗଡ଼ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି l ବଲାଙ୍ଗିର ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି l