-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
09-Sep-2022
ବଲାଙ୍ଗୀର: ଆଜି ବଲାଙ୍ଗୀର ସଦର ବ୍ଲକ ତୁଷୁରା ବାହାଲ ଗାଁ ର ରାମ ଉଦୁରକୁଲିଆ(୩ଠ) ନାମକ ଜଣେ ବ୍ୟକ୍ତି ନିଜ ଗାଁ ରୁ ବଗଡା ଗାଁ କୁ ଏକ ବାଇକ୍ ରେ ଯାଉଥିବା ସମୟରେ ଦେଶୀମୁଣ୍ଡା ଗାଁ ନିକଟରେ ବାଇକ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ବଇକ୍ ଦୁର୍ଘଟଣାରେ ରାମ ଙ୍କ ମୁହଁ ଓ ଗୋଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ବର୍ତ୍ତମାନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି ।