-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2022
ବଲାଙ୍ଗୀର: ଆଜି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅଧୀନସ୍ଥ ଗଇଁରାଇ ଗାଁ ର ଜଣେ ବାଇକ୍ ଚାଳକ ଓ ଆଉ ଜଣେ ବାଇକ୍ ଚଳକ ସହ ଧକ୍ସା ହୋଇ ଗୁରୁତର ଆହାତ ହୋଇଛନ୍ତି । ସୂଚନାରୁ ପ୍ରକାଶ ଯେ ବାସୁ ବେହେରା(୫୫) ନାମକ ଜଣେ ବ୍ୟକ୍ତି ଆଜି ସଂଧ୍ୟାରେ ନିଜ ଗାଁ ଗଇଁରାଇ ରୁ ରନାବନ୍ଧକୁ ଯାଉଥିବା ବେଳେ ବାଲିପଦର ଛକ ଠାରେ ସାମନା ପଟରୁ ଆସୁଥିବା ଆଉ ଜଣେ ବାଇକ୍ ଚାଳକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାସୁ ଙ୍କ ଗୋଡ ଓ ପିଠିରେ ଗଭୀର ଆଘାତ ଲାଗିଥିବା ବେଳେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ସର୍ଜରି ୱାର୍ଡରେ ସେ ଚିକିସିôତ ହେଉଛନ୍ତି ।