-+91-9937148622 |
prerana_bgr@rediffmail.com |
Thursday 2nd July 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
କଟକ, (ପ୍ରେରଣା ଖବର) - ନୟାଗଡ଼ ପରୀ ହତ୍ୟା ଅଭିଯୋଗ ମାମଲା: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ। ନିଜର ଓ ପରିବାର ସୁରକ୍ଷା ନେଇ ହାଇକୋର୍ଟରେ ରିଟ୍ ପିଟିସନ।
ଜୀବନ ପ୍ରତି ବିପଦ ଥିବା ଆବେଦନରେ ଦର୍ଶାଇଲେ ସୌମ୍ୟ। ପୋଲିସ ସୁରକ୍ଷା ପାଇଁ ମଧ୍ୟ ପ୍ରାର୍ଥନା କଲେ ସୌମ୍ୟ। ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସଙ୍କ ସୂଚନା l