-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
24-Aug-2022
ଆଜି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକର ଅତାଧିକ ବୁଢ଼ାବୁଢ଼ି ବ୍ଲକ କାର୍ଯ୍ୟାଳୟ ଘେରାଓ କରାଇବା ସହ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ପ୍ରତିମାସ ବୁଢ଼ାବୁଢ଼ି ମାନେ ଘଂଟା ଘଂଟା ଧରି ବ୍ୟାଙ୍କରେ ଲାଇନ୍ରେ ଡଛିଡା ହେବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ବୁଢ଼ାବୁଢ଼ି ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଦ୍ଧକ୍ୟ ଭତ୍ତା ଏଣୁଏଣିକି ବ୍ୟାଙ୍କ ଖାତା ମାଧ୍ୟମରେ ନୁହେଁ ବଂର କ୍ୟାସ୍ ଆକାରରେ ହାତରେ ଦେବା ପାଇଁ ଦାବି କରାଯାଇଛି । ଏ ସଂକ୍ରାନ୍ତରେ ବୁଢ଼ାବୁଢ଼ି ମାନେ ପୁଇଁନ୍ତଳା ବିଡିଓ ଙ୍କ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଣୁଏଣିକି ଭତ୍ତା ଟଙ୍କା କ୍ୟାସ୍ ଆଗରେ ପ୍ରଦାନ କରିବାକୁ ବିଡିଓ ପ୍ରତିଶୃତି ଦେଇଛନ୍ତି ।