-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
24-Aug-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଆସନ୍ତା ସେପ୍ଟେମ୍ବର ୧ ଗୁରୁବାର ଦିନ ମର୍ଣିଂଷ୍ଟାର, ସରଗାଡ ଆନୁକୁଲ୍ୟରେ ପାଳନ ହେବାକୁ ଥିବା ନୂଆଁଖାଇ ଭେଟ୍ଘାଟ୍ କାର୍ଯକ୍ରମ ଉପଲକ୍ଷେ ଲୋଇସିଂହା ବ୍ଳକ ଲାଲ ବାହାଦୁର ହାଇସ୍କୁଲ, ସରଗାଡ ଠାରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ନୂଆଁଖାଇ ଦିନରେ ପୁରସ୍କୃତ କରାଯିବ l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିତୁ ସାହୁ, ସମ୍ମାନିତ ଅତିଥି ଭାବରେ ଆକାଶ ପଟେଲ ଯୋଗଦାନ କରିଥିଲେ ଓ ସତ୍ୟମ ପଧାନ, ସ୍କୁଲ ର ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l