-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
23-Aug-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସମେଲ ଠାରେ ଅମରଜିତ୍ ପଟେଲ ଙ୍କ ନେତୃତ୍ଵରେ ୩୪ ନମ୍ୱର୍ ବିଜେପି ଯୁବା ମୋର୍ଚ୍ଚା ତରଫରୁ ଯୁବ ସଂଗଠକ ବିଜେପି ଆଇ.ଟି. ସେଲ୍ ଦାୟିତ୍ଵରେ ଥିବା ସୁରଜ୍ ଗୁରୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ନୀଳାଚଳ ପାତ୍ର, ରାଜେଶ ସାହୁ, ଜିତୁ ସାହୁ, ଆକାଶ ପଟେଲ, ବୀରେନ କୁମ୍ଭାର, ମନବୋଧ ପଟେଲ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ସୂରଜ ଗୁରୁଙ୍କ ବିଜେପି ସଂଗଠନ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।