-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗୀର/ଗୁଡ଼ଭେଲା - ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ନୂଆଁପଡା ଗ୍ରାମପଞ୍ଚାୟତ ଅଧିନସ୍ଥ କୁକେଡମାଳ ଗ୍ରାମର ମଝିରେ ଥିବା ଏକ କୂଳରୁ ମଇଲା ଆବର୍ଜନା ସଫା
କଲେ ରାଧାକୃଷ୍ଣ ପଡାବାସୀ । ଏହି କୂଅ ଉପରେ ସମସ୍ତ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ମହିଲା ମାନେ ପାନୀୟ ଜଳ ମଧ୍ଯ ସଂଗ୍ରହ କରିଥାନ୍ତି। ସିନ୍ଧୁ ରାଜ ରଣା, ତେଜ ରାଜ ଭୋଇ, ଆଶିଷ ରଣା, ସୁଜିତ ରଣା, ସୀମାଂଶୁ ରଣା, କୁମର ରଣା, ଖୁସିରାଜ ସାଆନ୍ତ ଆଦି ଯୁବକ ସଫେଇ କାର୍ଯ୍ଯରେ ସମିଳ ଥିଲେ।