-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗିର ::ସ୍ବାଧିନତାର୍ ୭୫ ବଛର୍ ଉଧେଁ ଆମର୍ ଦେଶର୍ ସବୁଆଡ଼େ ସ୍ବାଧିନତା ର୍ ଅମୃତ ମହୋତ୍ସବ ପଲନ୍ କରୁଥିଲା ବେଲ୍କେ
ବଲାଙ୍ଗିର୍ ଜିଲ୍ଲାର୍ ବଲାଙ୍ଗୀର୍ ବ୍ଲକ୍ ଝାଙ୍କରପାଲି ଗାଁ ଠନେ ଥିବାର୍ ରାଜସ୍ବ ନିରୀକ୍ଷକଙ୍କ ର୍ କାର୍ଯ୍ୟାଳୟ ଇ ସବୁନୁ ବାଦ୍ ପଡିଛେ । ଆଜିର୍ ବାଗିର୍ ଦିନେ ବି ଯଦି ସେନ ଜାତୀୟ ପାତାକା ଉତ୍ତୋଲନ୍ ନାଇଁ ହେଇବେଲେ ଇତାର୍ ନୁ ବଡ୍ ଦୁଃଖର୍ କଥା କଣା ହେଇପାରେ । ସେନର୍ ସ୍ଥାନୀୟ ଲୋକ୍ କହେବାର୍ ହିସାବେ ୨୦୧୩ ନୁ ନୁଆଁ କରି ହେଉଥିବାର୍ ଝାଙ୍କରପାଲି ଆର୍ ଆଇ ସାର୍କିଲ୍ ନ ଆଜିତକ୍ କେଭେ ବି ସ୍ବାଧିନତା ଦିବସ୍ ହଉ କି ଗଣତନ୍ତ୍ର ଦିବସ୍ କେଭେ ବି ଜାତୀୟ ପତାକା ନାଇଁ ଉଡ଼ି । ବାଲାଙ୍ଗିର୍ ଜିଲ୍ଲା ପ୍ରଶାସନ୍ ଇତାର୍ ଉପ୍ରେ ଧିଆନ୍ ଦେଇକରି ଉଚିତ୍ କାର୍ଯ୍ୟାନୁଷ୍ଠାନ୍ ନେବାର୍କେ ଅନୁରୋଧ୍ ।