-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ବରଗଡ଼ : ଆଜାଦି କି ଅମୃତ ମହୋତ୍ସବ ସପ୍ତାହ ପାଳନ ଅବସରରେ ଇମ୍ପରିୟଲ କଲେଜଠାରେ ‘ ଭାରତର ବୀରତ୍ୱ ଗାଥା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଶୁଭଶ୍ରୀ ଷଡଙ୍ଗୀ ଓ ଛାତ୍ରୀ ମୁ଼ସ୍କ।ନ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଦେଶର ବେଶଭୂଷାରେ ସ୍ୱାଧୀନତାର ବୀରତ୍ୱ ଗାଥା ଉପରେ ନିଜର ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ କେ.ଦିଲୀପ, ସୁନେଲ ରଣା , ପ୍ରଜ୍ଞା ପରମିତା, ରୋହିତ କୁମାର ସାହୁ, ପ୍ରତୀକ୍ଷା , ଲିପ୍ସା ଜେନା, ରାନୀ ନାୟକ , ସାଜିୟା ସାହିନ, ମନସ୍ୱିନୀ ମିଶ୍ର , ନୈନା ପ୍ରଧାନଙ୍କ ସମେତ ବହୁ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଚେୟାରମେନ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ପରିଚାଳନା କରିଥିଲେ ।