-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ନାକଟିଦେଉଳ(କନ୍ଦର୍ପ ବେହେରା) - ନାକ୍ଟିଦେଉଳ ସ୍ନାତକ ମହାଵିଦ୍ୟାଳୟ ରେ ଜାତୀୟ ସେଵା ଯୋଜନା ଓ ମୋ କଲେଜ୍ ଅଭିଯାନ ତରଫରୁ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ
ହୋଇଥିଲା । ମହାଵିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସ୍ବେଚ୍ଛାସେବୀ ପ୍ରଦୀପ କୁମାର ଵିଶ୍ଵାଳ ସମ୍ମାନୀତ ବକ୍ତା ଭାବରେ ଯୋଗଦେଇ ଯୁବଗୋଷ୍ଠୀର ଭୂମିକା ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ ସମାବେଶରେ ଅଧ୍ୟାପକ ଦେଵେଶ ଵିଶ୍ଵାଳ, ଅଧ୍ୟାପକ ଶେଷଦେଵ ଵିଶ୍ଵାଳ, ଲିଟିନା ପ୍ରିୟଦର୍ଶିନୀ ଓ ବିଭୁତି ଭୂଶଣ ସାହୁ ଯୁବକ ମାନଙ୍କର ଦାୟିତ୍ବ ଵିଷୟ ରେ ବକ୍ତବ୍ୟ ରଖିଥିଲେ ।