-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ବଲାଙ୍ଗୀର, ଆଜି ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ୍ ଠାରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ତଥା ସିଭିଲ କୋର୍ଟ ସହାୟତାରେ ସିଭିଲ କୋର୍ଟ କର୍ମଚାରୀ, ଜନସାଧାରଣ ଓ ଓକିଲ ମାନଙ୍କ ପାଇଁ କୋଭିଡ଼ ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଟିକାକରଣ କାର୍ଯ୍ୟକ୍ରମରେ ମୋଟ୍ ୧୪୭ ଜଣ ଟୀକା ନେଇଥିଲେ । ଓକିଲ ସଂଘର ସମସ୍ତ ସଭ୍ୟ ଏଥିରେ ସହାୟତା କରିଥିଲେ ।