-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଝାରମୁଣ୍ଡା ପଂଚାୟତ ଅଧିନସ୍ଥ ପରଧିଆପାଳି ଗ୍ରାମରେ ଜଣେ ଲୋକଙ୍କ ଘର ବଗିଚାରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ଲୋଇସିଂହା ଫୋରେଷ୍ଟ ରେଞ୍ଜ l ସୂଚନାରୁ ପ୍ରକାଶ ଯେ ପରଧିଆପାଳି ଗ୍ରାମର ତରଣୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଓ ବଗିଚାରେ ଅନେକ ଗୁଡିଏ କାଠ ଓ କାଠଗଣ୍ଡି ରଖିଥିଲେ, ଯାହାର ହାରାହାରି ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ l ବିଶ୍ବସସୂତ୍ରରୁ ଜାଣିବା ପରେ ଲୋଇସିଂହା ଫରେଷ୍ଟ ଦଳ ସହ ରେଞ୍ଜର ଶ୍ରୀ ହରପାଳ କାଠ ଜବତ ସହ ତରିଣୀ ସାହୁକୁ ଗିରଫ କରି ଲୋଇସିଂହା ରେଞ୍ଜ ଅଫିସରେ ଅଟକ ରଖି ତଦନ୍ତ ଚଳାଇଛନ୍ତି l