-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ମୁରିବାହାଲ୍ ବ୍ଲକ୍ ଅନ୍ତର୍ଗତ ଘଣ୍ଟ ବ।ହାଳ ସିବମ୍ ବୋଲବମ୍ କମିଟି ତରଫରୁ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଜଳ ଲାଗି ପାଇଁ ସୋମବାର ଦିନ ହରିଶଙ୍କର ଶୈବ ପୀଠ ରେ ଦେବ ଦେବ ମହାଦେବ ଙ୍କୁ ଜଳ ଅର୍ପଣ କରି ସ୍ଥାନୀୟ ଯମୁନା ଶୈବ ପୀଠ ରେ ଜଳ ଅର୍ପଣ କରିବା ପାଇଁ ହରିଶଙ୍କର ପୀଠ ରୁ ଜଳ ଉଠାଇ ମଙ୍ଗଳବାର ଦିନ ପଦଯାତ୍ରା ରେ ବାହାରି ଆଜି ଗିଦ ମାଲ୍ ପର୍ଯ୍ୟନ୍ତ ବୋଲ ବାମ୍ ଭକ୍ତ ମାନେ ପହଂଚିଛନ୍ତି। ଗୁରୁବାର ପୂର୍ଣ୍ଣିମା ଉପଲକ୍ଷେ ସ୍ଥାନୀୟ ଘଣ୍ଟ ବ।ହାଲ ଗ୍ରାମରେ ପହଞ୍ଚି ବାର କାର୍ଯ୍ୟ କର୍ମ ଅଛି।ଏହି କାର୍ଯ୍ୟ କର୍ମ ରେ ଭକ୍ତ ସୁନିଲ ମ।
ହଲିଙ୍ଗ , ସୁବାସ ନିଆଲ, ରଘୁ ନାଏକ,ସୁମନ୍ତ ମ।ହାଳୀଙ୍ଗ, ଡୁଲେ ରାମ ବଘ।ର,ଖିତ ରଣା,ଗଲୁ ବଘାର, ସିମଞ୍ଚଲ୍ ରଣା, ନରେଣ୍ ବଗର୍ତ୍ତୀ,ବିଷ୍ଣୁ ମହ।କୁର,ବୁଲୁ ରଣା,ସମେତ ୩୦ ରୁ ଅଧିକ ଭକ୍ତ ପଦଯାତ୍ରା ରେ ସାମିଲ ଥିବା ବେଳେ ସେବାକାରୀ ଭାବରେ ସୁଜିତ୍ ପାଢ଼ୀ,ସୁଦାମ ବଘ।ର, ପ୍ରକାଶ ମହ।କୁର, ସୁରେନ୍ଦ୍ର ବଗର୍ତ୍ତୀ,କୈଳାଶ ରଣା, ସୁଦର୍ଶନ ମହ।କୁର, ଯତୀଶ ଭୋଇ ପ୍ରମୁଖ ସାମିଲ ଥାଇ କାର୍ଯ୍ୟ କର୍ମ କୁ ସହାୟୋଗ୍ କରିଛନ୍ତି।