-+91-9937148622 |

prerana_bgr@rediffmail.com |

  Sunday 3rd May 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||      ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   (03-May-2026)       ||      *ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   (03-May-2026)       ||      *ପ୍ରଭୂ ନୃସିଂହ ଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ*   (03-May-2026)       ||      ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ   (03-May-2026)       ||      ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଙ୍କିତ ସାହୁ ନିଯୁକ୍ତ   (03-May-2026)       ||      ଅତାବିରାରେ ସାମ୍ବାଦିକ ମାନଙ୍କଦ୍ୱାରା ଦେବର୍ଷି ନାରଦଙ୍କ ଜୟନ୍ତୀ   (03-May-2026)       ||      କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା    (03-May-2026)       ||      ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   (03-May-2026)       ||      ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   (03-May-2026)       ||      ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   (03-May-2026)       ||      *ହାଇସ୍କୁଲ୍ ପରୀକ୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ସ୍ୱର୍ଣ୍ଣିମ ଫଳାଫଳ*- *96.21% ହାର ରେ କୃତିତ୍ବ ହାସଲ*- *ହାଇସ୍କୁଲ୍ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ଜଣାଇଲେ ଜିଲ୍ଲାପାଳ*-   (03-May-2026)       ||      *ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ*   (03-May-2026)       ||      ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ    (02-May-2026)       ||      ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   (02-May-2026)       ||      ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   (02-May-2026)       ||      ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   (02-May-2026)       ||      +୩ପରୀକ୍ଷାରେ ସଫଳତା : ଶ୍ରେଷ୍ଠ ୧୦ରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ   (02-May-2026)       ||      ଅଗ୍ନିକାଣ୍ଡ ନେଲା ମା ଓ ଭାଇ ଙ୍କ ଜୀବନ   (02-May-2026)       ||      ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ରେ ପ୍ରଥମ ନାଇଟ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ   (02-May-2026)       ||     

HOME   ଜିଲ୍ଲା

ଲକ୍ଷାଧିକ ଟଙ୍କାର କୀଟନାଶକ ଔଷଧ ଜବତ,ତଦନ୍ତ ଜାରି

08-Aug-2022



 ସୁବର୍ଣ୍ଣପୁର,, ଦୃତ ଗତିରେ ଯାଉଥିବା ଏକ ଟ୍ରକକୁ ସନ୍ଦେହ କରି ବିନିକା ନୂଆଁବଜାର ଠାରେ ଜୋର ଜବରଦସ୍ତ ଅଟକାଇବାରୁ ସେଥିରେ ଲକ୍ଷାଧିକ ଟଙ୍କାର  କିଟନାଶକ ଔଷଧ ଥିବା ଜଣାପଡ଼ିବା ପରେ  ଏଫଏମସି କମ୍ପାନୀ କର୍ମଚାରୀ ମାନେ ଧରିଥିଲେ | ସେମାନେ ପରେ ବିନିକା ପୁଲିସ ଓ କୃଷି ଅଧିକାରୀ ଙ୍କୁ ଖବର ଦେଇଥିଲେ|ସୂଚନାଯୋଗ୍ୟଯେ ଟ୍ରକ ନଂ (ସିଜି O7 ବିପି 4019) ଯୋଗ ଲକ୍ଷାଧିକ ଟଙ୍କାର କିଟ ନାଶକ ଔଷଧ ଲୋଡିଂ ହୋଇ ରାଇପୁର ରୁ ବିନିକା କୁ ଆସିଥିଲା | ଗାଡ଼ିଟିକୁ ଧରିବା ପାଇଁ ଔଷଧ କମ୍ପାନୀର କେତେକ କର୍ମଚାରୀ ପିଛା କରି ବିନିକା ନୂଆ ବଜାର ଠାରେ ଅଟକାଇ ବାରେ ସକ୍ଷମ ହୋଇଥିଲେ । ତେବଏତେମାତ୍ରାରେ କୀଟନାଶକ ଔଷଧ ଆସୁଥିଲେ ହେଁ  ଡ୍ରାଇଭର ପାଖରେ କୌଣସି ବିଲ ନଥିବା ଜଣାପଡିଥିଲା | ସେହିପରି ଗାଡିର କାଗଜପତ୍ର ଠିକନଥିବାରୁ ଆହୁରି ସନ୍ଦେହ ପ୍ରକାଶ ପାଇଥିଲା |ଉକ୍ତ ଟ୍ରକରେ ଏଫଏମସି ଏବଂ ଅନ୍ୟ କିଛି କମ୍ପାନୀ ର ମାଲ ଆସିଥିବା ବେଳେ କମ୍ପାନୀ ର କର୍ମଚାରୀ ନଜାଣି କେମିତି ଅନ୍ୟ ରାଜ୍ୟରୁ ଔଷଧ ଆସୁଥିଲା ବୋଲି  ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା | ସେହିପରି ଏହି ଔଷଧ ଗୁଡିକ ନକଲି ନା କଳାବଜାରୀ ତାହା ସ୍ପଷ୍ଟ ହୋଇପାରିନାହିଁ | ପରେ ବିନିକା କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ପହଞ୍ଚି ଟ୍ରକ କୁ ଜବତ କରିଥିଲେ | ଟ୍ରକରେ ବିଭିନ୍ନ ପ୍ରକାରର ପ୍ରାୟ ୫ଶହ ପେଟି ବିଭିନ୍ନ ପ୍ରକାରର ଔଷଧ ରହିଥିଛି | କୃଷି ଅଧିକାରୀ ଶ୍ରୀ ମାଝୀ ତାଙ୍କ ହେପାଜତ ରେ ଉକ୍ତ କୀଟନାଶକ ବୋଝେଇ ଟ୍ରକ କୁ ରଖିଥିବା ସେ ପ୍ରକାଶ କରିବା ସହିତ ଆସନ୍ତାକାଲି ଉତ୍ତରପ୍ରଦେଶ ର ଗଜିଆବାଦ କୁ କୃଷି ବିଭାଗ ତରଫରୁ ଏହି ଚୋରା ଔଷଧ ର କିଛି ନମୁନା ଅସଲି କି ନକଲି ବୋଲି ପରୀକ୍ଷା ପାଇଁ ପଠାଯିବ | ଜଦି ନକଲି ହୋଇଥିଲେ ସମସ୍ତ ଔଷଧ ଜବତ କରାଯିବ ଏବଂ ଯଦି ଅସଲି ହୋଇଥିବ ତେବେ ଜିଲ୍ଲପାଳ ଙ୍କ ନଜର କୁ ଅଣାଯାଇ ତାଙ୍କର ନିର୍ଦ୍ଧେଶ ରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ |ଅନ୍ୟପକ୍ଷରେ ଦୁନିଆ କୁ ଆହାର ଯୋଗାଉଥିବା ଚାଷୀକୁଳ ଚଢା ଦରରେ ଔଷଧ କିଣି ଚାଷ କରି ଶୋଷଣର ଶିକାର ହେଉଥିବା ବେଳେ ଏପଟେ ମୁନାଫାଖୋର ବ୍ୟକ୍ତି ମାନେ ଚୋରା ଚାଲାଣ ଔଷଧ   ଅଧିକ ଦାମରେ ବିକ୍ରୀକରି ମାଲେମାଲ୍ ହେଉଛନ୍ତି । ବିନିକା ସହରକୁ କାହା ପାଖକୁ ଏହି ଚୋରା ଚାଲାଣ ଔଷଧ ଆସୁଥିଲା ତା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଟ ରହିଛି | ଏଭଳି ଦୀର୍ଘ ବର୍ଷ ଧରି କାରବାର ହେଉଥିବା ସନ୍ଦେହ ସୃଷ୍ଟି ହେବା ସହିତ ବହୁତ ବଡବଡ଼ିଆ ଲୋକଙ୍କ ଏଥିରେ ହାତ ରହିଥିବା ସନ୍ଦେହ କରାଯାଉଛି | ତେଣୁ  ଜିଲ୍ଲା ପ୍ରଶାସନ ତରଫରୁ ଏହାର  ବିଧିବଦ୍ଧ ତଦନ୍ତ କଲେ ପରଦା ପଛରେ ଥିବା ଅସଲ ମୁଖା ଖୋଲାଯାଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   03-May-2026
  ରାଜ୍ୟ  
ଆଦି ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳିତ♦️ ବିଶ୍ୱ କଲ୍ୟାଣ ହିଁ ସାମ୍ବାଦିକତାର ମୂଳମନ୍ତ୍ର   03-May-2026
  ଜିଲ୍ଲା  
*ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ର ଶତ ପ୍ରତିଶତ ସଫଳତା*-   03-May-2026
  ଜିଲ୍ଲା  
*ପ୍ରଭୂ ନୃସିଂହ ଙ୍କ ଜନ୍ମୋତ୍ସବ ମହା ସମାରୋହରେ ପାଳିତ*   03-May-2026
  ରାଜ୍ୟ  
ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ   03-May-2026
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଙ୍କିତ ସାହୁ ନିଯୁକ୍ତ   03-May-2026
  ଜିଲ୍ଲା  
ଅତାବିରାରେ ସାମ୍ବାଦିକ ମାନଙ୍କଦ୍ୱାରା ଦେବର୍ଷି ନାରଦଙ୍କ ଜୟନ୍ତୀ   03-May-2026
  ଜିଲ୍ଲା  
କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା   03-May-2026
  ଜିଲ୍ଲା  
ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   03-May-2026
  ଜିଲ୍ଲା  
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   03-May-2026
  ଜିଲ୍ଲା  
ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   03-May-2026
  ଜିଲ୍ଲା  
*ହାଇସ୍କୁଲ୍ ପରୀକ୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ସ୍ୱର୍ଣ୍ଣିମ ଫଳାଫଳ*- *96.21% ହାର ରେ କୃତିତ୍ବ ହାସଲ*- *ହାଇସ୍କୁଲ୍ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ଜଣାଇଲେ ଜିଲ୍ଲାପାଳ*-   03-May-2026

You Might Also Like