-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
08-Aug-2022
ବଲାଙ୍ଗିର (ପ୍ରେରଣା ଖବର) ଟ୍ରାନ୍ସଫର୍ମର ସଂସ୍ପର୍ଷରେ ଆସି ଜଣେ ବ୍ୟକ୍ତି ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼କାଲ ର ବର୍ଣ୍ଣ ୟୁନିଟ୍ ରେ ଭର୍ତି ହୋଇଛନ୍ତି l ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୂଆଁପଡ଼ା ଜିଲ୍ଲା ଖରିଆର ବ୍ଲକ ତୁକୁଲା ଗାଁ ରେ l ଆଜି ଦିନ ପ୍ରାୟ ୧୨ ଟା ସମୟରେ
ତୁକୁଲା ଗାଁ ର ହଜା ମାଝୀ ଗାଁ ଟ୍ରାନ୍ସଫର୍ମର ର ଫ୍ୟୁଜ ବlନ୍ଧୁ ଥିବା ସମୟରେ କୌଣସି କାରଣ ବଶତଃ ଟ୍ରାନ୍ସଫର୍ମରର ସଂସ୍ପର୍ଷରେ ଆସି ଯାଇଥିଲେ l ବିଦ୍ୟୁତ୍ ଆଘାତରେ ହଜା ଙ୍କ ଦେହର ବିଭିନ୍ନ ଅଂଶ ପୋଡି ଯାଇଥିବା ଜଣାପଡ଼ିଛି!