-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
03-Aug-2022
ଢେଙ୍କାନାଳ ରେ ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ସୁଲଭ ମୂଲ୍ୟରେ ସରକାର ସାର ଯୋଗାଇ ଦେଉଥିବା ପ୍ରଚାର ପ୍ରସାର କରୁଥିବା ବେଳେ ବାସ୍ତବରେ କିନ୍ତୁ ତାହା କାର୍ଯ୍ୟକାରୀ ହେଉନାହିଁ, ଢେଙ୍କାନାଳ ଜିଲ୍ଲାର ଅନେକ କୃଷି ସମବାୟ ସମିତି ସାର ଧlର୍ଯ୍ୟ ମୂଲ୍ୟ ଠାରୁ ୩୪ ଟଙ୍କା ଅଧିକ ନେଉଥିବା ଜଣାପଡିଛି, ୟୁରିଆ ସାର ବସ୍ତା ୨୬୬ ଟଙ୍କା ଥିବା ବେଳେ ଚାଷୀ ମାନଙ୍କ ଠାରୁ ୩୦୦ ଟଙ୍କା ନିଆଯାଉଛି, ଏ ସମ୍ପର୍କରେ ଅବଗତ କରାଇବା ପରେବି କୋଣସି କାର୍ଯ୍ୟନୁଷ୍ଠାନ ହେଉନଥିବାର ଅସନ୍ତୋଷ ପ୍ରକାଶ ପାଇଛି l
(ଢେଙ୍କାନାଳରୁ ଶ୍ରୀଧର ପାତ୍ରଙ୍କ ରିପୋର୍ଟ)