-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁରରେ ସମ୍ବଲପୁରୀ ଦିନ ପାଳନ- ସ୍ବର୍ଗତ ବହିଦାରଙ୍କ ସବୁ ଶବ୍ଦ ର ଭାବ କୁ ପ୍ରକୃତ ରେ ଆମେ ଆଜି ବୁଝିଛୁ- ଏଡିଏମ

01-Aug-2022



ସୋନପୁର(ମନୋରଞ୍ଜନ ତ୍ରିପାଠୀ) / ଆମେ  ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ର ପ୍ରଥମ ଲେଖକ ତଥା ଗବେଷକ  ସୁବର୍ଣ୍ଣପୁର ମାଟି ର ଗୌରବ ସ୍ବର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ତିଥି ଅଗଷ୍ଟ ୧ ତାରିଖକୁ ଓଡିଶା ସମେତ ସାରା ପୃଥିବୀରେ 'ସମ୍ବଲପୁରୀ ଦିନ' ତିହାର ଭାବେ ପାଳନ କରୁଥିବା ବେଳେ ଆଜି ସୋନପୁର ସହରର ରୟାଲ ପଡିଆ ଠାରେ ମଧ୍ୟ ପ୍ରଥମ ଥର

ପାଇଁ ଏ ତିହାର କୁ ଧୁମ ଧାମ ରେ ଲୋକେ ମନାଇଛନ୍ତି l ଆଉ ଶହ ଶହ ଲୋକ ସମ୍ବଲପୁରୀ ବସ୍ତ୍ର ପିନ୍ଧି  ଏହାର ଭାଷା, ନାଚ ଗୀତ ଓ ପରସ୍ପର ଭିତରେ ଭେଟ ଘାଟ ର ମଜା ନେଇଥିଲେ l ପଶ୍ଚିମ ଓଡିଶା ଯୁବାମଞ୍ଚ ଓ ଏହାର ସୋନପୁର ଶାଖା ର କର୍ମକର୍ତ୍ତା ଙ୍କ ଦ୍ୱାରା ଆୟୋଜିତ ଏହି  ପରବ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ଯୋଗ ଦେଇ  ନିଜ ମା ମାଟିର ଭାଷା ଉପରେ କିଛି  ବି ସଂକୋଚ ନ କରି ନିଜ ଭାଷା କୁ ସବୁଠି ଖୋଲା ଖୋଲି ଜୋର ରେ କହିବା ଉଚିତ l ଓ ଭଷା ସାହିତ୍ୟ ଉପରେ ରାଜନୀତି କରଣ ନ ହେବା ଉଚିତ ବୋଲି ମତ ରଖିଥିଲେ l ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଏଡିଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ସ୍ବର୍ଗତ ବହିଦାର ଜୀବନ ସାରା ଲେଖିଥିବା  ତାଙ୍କର ଅନେକ ଭାଷା  ବ୍ୟାକରଣ ର ଶବ୍ଦ ଗୁଡିକ ଭାବ କୁ ଆଜି ଆମେ ଠିକ ଧରିଛୁ ବୁଝି ପାରିଛୁ, ଯାହାକି ଏଇ ଦିବସ ବା ତିହାର ହିଁ ଏହାର ଉଦାହରଣ ବୋଲି ମତ ରଖି ତାଙ୍କ ଗଭୀର ଭାଷା ସବୁକୁ ସୁନା ହୀରା ସହିତ ଶ୍ରୀ ଦାଶ ତୁଳନା କରିଥିଲେ l  ମଲିଫୁଲ, ଅତର ମାଖି  ବେଲାରୀ ପାନ ଖାଇ ସମ୍ବଲପୁରୀ କୁର୍ତା ପିନ୍ଧି ଚିକଣ ଚାକଣ ରେ ବୁଲୁଥିବା ସୋନପୁରିଆ ଲୋକ ସବୁ ଖୁବ ମିଜାଜୀ ବୋଲି କହି ସ୍ବର୍ଗତ ବହିଦାରଙ୍କ ଉତ୍ସାହ ଉଦ୍ଦୀପନା ପାଇଁ ସେ ଜଣେ ଭାଷା ଓ ଶବ୍ଦର ଭିକାରୀ ବୋଲି ମୁଖ୍ୟ ବକ୍ତା ପ୍ରଧ୍ୟାପକ ଡ଼ଃ ପୁରୁଷୋତ୍ତମ ମିଶ୍ର ପ୍ରଶଂସା କରିଥିଲେ l ଅନ୍ୟତମ ଅତିଥି ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବରଗଡ଼ ର କଂସ ମହାରାଜ ସୁଶୀଳ ମେହେର, ବିନିକା ର କଂସ ମହାରାଜ ଗୋପାଳ ପଣ୍ଡା, ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରି ଏହାକୁ ଜାରି ରଖିବାକୁ କହିଥିଲେ l ସ୍ଥାନୀୟ କଳାକାର ବିରେନ ଜଗଦଲାଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପାରିବେଷଣ କରାଯାଇଥିଲା l ଉତ୍ସବରେ ସହର ର ଅନେକ  ଲୋକ, ବୁଦ୍ଧିଜୀବୀ, ମହିଳା, ଓ

କଳାକାର ଯୋଗ ଦେଇଥିବା ବେଳେ ଭଗରଥୀ ମିଶ୍ର ସଭା ସଂଯୋଜନା କରିଥିଲେ l ପଶ୍ଚିମ ଓଡିଶା ଯୁବା ମଞ୍ଚ ର ସନ୍ତୋଷ ମେହେର ଏହାକୁ ଆୟୋଜନ କରିଥିବା ସୋନପୁର ଶାଖା ର କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ, ସାମ୍ବାଦିକ ସନ୍ତୋଷ ମିଶ୍ର, ଯୁବ ସଂଗଠକ ଦେବାଶିଷ ପଟ୍ଟନାୟକ, ସ୍ବର୍ଗତ ବହିଦାର ଙ୍କ ନାତି ଅରୁଣ ବହିଦାର ପ୍ରମୁଖ ସହଯୋଗ କରିଥିଲେ l  ଶେଷ ରେ  ସମସ୍ତ ଅତିଥି ଓ ଉପସ୍ଥିତ ଲୋକେ ରଙ୍ଗବତୀ ସମ୍ବଲପୁରୀ ଗୀତନାଚର ମଜା ନେଇଥିଲେ l ଓ ଆୟୋଜକ କମିଟି ପକ୍ଷରୁ ସମସ୍ତ ଙ୍କୁ ଗୋଟାଏ ଗୋଟାଏ ଗଛ ଉପହାର ପ୍ରଦାନ କରାଯାଇ ଆଜି ଦିବସ ରେ ରକ୍ତ ଦାନ ପାଇଁ ଆହ୍ୱାନ କରାଯାଇଥିଲା l


News Comment




Photo in News

Advertisment
Lastest News
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026

You Might Also Like