-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ପର୍ଯ୍ୟଟନ ବିଭାଗ ସ୍କୁଲ, କଲେଜ କୁ ଛାଡି ପର୍ଯ୍ୟଟନ ର ବିକାଶ ଦିଗରେ କାମ କରୁ: ବିଧାୟକ ସାଲୁଜା, ପୁଣି ବିଧାନ ସଭାରେ ରାଣୀପୁର ଝରିଆଲ ବିକାଶ କଥା ଦୋହରାଇଲେ ବିଧାୟକ/ ବରିଷ୍ଠ ଅଧିକାରୀ ପିଠକୁ ଯିବେ ,ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ - ମନ୍ତ୍ରୀ  । 

01-Aug-2022



ପଶ୍ଚିମ ଓଡିଶାର ପ୍ରମୁଖ ଶୈବପୀଠ ଏବଂ ସମଗ୍ର ପୃଥିବୀରେ ଥିବା ଯୋଗିନୀପିଠ ମାନଙ୍କ ମଧ୍ଯରୁ ଅନ୍ୟତମ ତଥା ତନ୍ତ୍ର, ମନ୍ତ୍ର, ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, ଜୈନ ଧର୍ମର ଅପୁର୍ବ ସମନ୍ବୟର ଐତିହ୍ଯ ବହନ କରୁଥିବା ରାଣୀପୁର ଝରିଆଲ ପୀଠର ଉନ୍ନତିକରଣ ଓ ବିକାଶ ପାଇଁ ସରକାର ଆଗକୁ ଆସନ୍ତୁ ଏବଂ ପର୍ଯ୍ୟଟନ ବିଭାଗ ଏହି ପିଠକୁ ନିଜ ହାତକୁ ନେଇ ପିଠର ବିକାଶ କରିବା ପାଇଁ  ବିଧାନ ସଭାର ମୌସୁମୀ ଅଧିବେଶନ ରେ ଏ କଥା କୁ ପୁଣି ଦୋହରାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା। ବିଧାନସଭାରେ ରାଣୀପୁର ଝରିଆଲ ପିଠକୁ ଅନୁଦାନ ଯୋଗାଇ ଦେଇ ପିଠର ବିକାଶ

କରିବାପାଇଁ ବାରମ୍ବାର ଦାବି ଉପସ୍ଥାପନ କରାଯାଉଥିଲେ ହେଁ ପର୍ଯ୍ୟଟନ ବିଭାଗ କାହିଁକି ପଦକ୍ଷେପ ନେଉ ନାହାନ୍ତି, ଠିକ ଅଛି ୨୦୧୬ ରେ ୩୦ ଲକ୍ଷ ଓ ୨୦୨୦/୨୧ ରେ ୨୦ ଲକ୍ଷ ଦିଆଯାଇଛି ଠିକ ଅଛି ହେଲେ ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯୋଉ ସ୍ଥାନକୁ ରାଜ୍ଯ, ଦେଶ ତଥା ବିଦେଶ ରୁ ବି ପର୍ଯ୍ଯଟକ ମାନେ ଆସୁଛନ୍ତି ସେପରି ସ୍ଥାନକୁ ରାଜ୍ଯ ସରକାର ହାତକୁ ନେଇ ପିଠର ବିକାଶ କରିବା ନିହାତି ଜରୁରୀ ତେଣୁ ଏ ପୀଠ ପାଇଁ ବଜେଟରେ କେତେ ଟଙ୍କା ରଖିଛନ୍ତି ଓ ଜଦି ରଖିନାହାନ୍ତି ତେବେ ସପ୍ଲିମେଣ୍ଟାରୀ ବଜେଟ ରେ ରଖନ୍ତୁ ବୋଳି ବିଧାୟକ ଶ୍ରୀ ସାଳୁଜା ବାଚସ୍ପତିଙ୍କ ଜରିଆରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଦାବି ଜଣାଇବା ସହ ଉତ୍ତର ମାଗିଥିଲେ। ତେବେ ପର୍ଯ୍ୟଟନ ମନ୍ତ୍ରୀ ତାଙ୍କ ଉତ୍ତରରେ ବିଭାଗକୁ ନିର୍ଦ୍ଦେଶ ଦେବାସହ ବିଭାଗର ବରିଷ୍ଠ ଅଧିକାରୀ ମାନେ ରାଣୀପୁର ଝରିଆଲ ପର୍ଯ୍ୟଟନ ସ୍ଥଳକୁ ଯିବେ ଦେଖିବେ ଏବଂ ପିଠର ବିକାଶ ନେଇଁ ଯାହା ଯାହା ସମ୍ଭବ ହେବ ତାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ମଧ୍ଯ ନିଆଯିବ ବୋଳି ତାଙ୍କ ଉତ୍ତରରେ କହିଥିଲେ। ତେବେ ବିଧାନସଭାର ଏ ଖବର ପାଇବାପରେ ଅଞ୍ଚଳରେ ଲୋକଙ୍କ ଖୁସି କହିଲେ ନ ସରେ ଏବେ ପ୍ରଶ୍ନ କାଳର ଏ ଭିଡିଓ କ୍ଲିପ ମୋବାଇଲ ରୁ

ମୋବାଇଲ କୁ ଡେଇଁବାରେ ଲାଗିଛି । ରାଣୀପୁର ଝରିଆଲ ମନ୍ଦିର କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ, ସଭାପତୀ ମାଣିକ ଚନ୍ଦ ଜୈନ, ବରିଷ୍ଠ ସଦସ୍ଯ କରମ ଚନ୍ଦ ଜୈନ, ଝରିଆଲ ସରପଞ୍ଚ ଭରଦ୍ବାଜ ଗହିର , ମୁଣ୍ଡପଦର ସରପଞ୍ଚ ରାଧାକାନ୍ତ ବେହେରା , କ୍ଷୀରସିନ୍ଧୁ ଭୋଇ,     ମଞ୍ଜେସ ମେହେର, ଗୋପୀନାଥ ସାହୁ , ଯୁବରାଜ ବାଗ, ପର୍ମାନନ୍ଦ ଭୋଇ, ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ, ରଶ୍ମିରଞ୍ଜନ ପୁଟେଲ, ନିତ୍ୟାନନ୍ଦ ପୃଷେଠ, ହେମନ୍ତ ସାହୁ, ନୌରାଜ ରଣା ପ୍ରମୁଖ ବଲାଙ୍ଗୀର ଜିଲ୍ଲା ବାସିଙ୍କ ଆସ୍ଥା, ବିଶ୍ବାସ ଓ ଭାବାବେଗ ସହ ଜଡିତ ରାଣୀପୁର ଝରିଆଲ ର ଉନ୍ନତୀ ପାଇଁ ବିଧାନ ସଭାରେ ବାରମ୍ବାର ଦାବି ଉପସ୍ଥାପନ କରୁଥିବାରୁ ବିଧାୟକ ଶ୍ରୀ ସାଳୁଜା ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପଟେ କିନ୍ତୁ ଚା ଦୋକାନ ପାନ ଦୋକାନ ମାନଙ୍କ ଖଟି ରେ ଖୁବ ଚର୍ଚ୍ଚା ଏଥର ଯୋଗିନୀଙ୍କୁ ନ୍ୟାୟ ଦେବେତ ସରକାର ।

(ଅନୀଲ କୁମାର ତ୍ରିପାଠୀଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like