-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
25-Jul-2022
କଣ୍ଟାବାଞ୍ଜି (ଆନନ୍ଦ ମୋଟେ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ତେରାପନ୍ଥ ଭବନ ଠାରେ ଜୈନ ଧର୍ମ ଗୁରୁ ସାଧୁସନ୍ଥ ଙ୍କ ପକ୍ଷରୁ ଏକ ପ୍ରେସ ବିବୃତି ଅନୁଷ୍ଠିତ ହୋଇଯାଇଛି । ପ୍ରତେକ ମଣିଷ ଭାଇ ଭଉଣୀ ନିଜ ନିଜର ଭିତରେ ସୁଦୃଢ ରଖନ୍ତୁ, ସଦାସର୍ବଦା ସମ୍ପର୍କ ଭଲ ରଖିବା ଶିଖନ୍ତୁ, ଭୁଲ ବୁଝିବା କାରଣରୁ ନିଜର କ୍ଷତି ହୁଏ, ସେଥି ପାଇଁ ସଦାବେଳେ ସଠିକ ବୁଝନ୍ତୁ, ଗରିବ ପ୍ରତି ଦୟା କ୍ଷମାର ପାତ୍ର ହୁଅନ୍ତୁ, ନିତିଦିନ ସକାଳୁ ଉଠିବାର ଅଭ୍ୟାସ କରନ୍ତୁ ଦେହ ସ୍ଵସ୍ଥା ସ୍ୱାବଲମ୍ବୀ ରଖିବା ପାଇଁ, କୌଣସି କ୍ଷେତ୍ରରେ ଦେଖାବା କରନ୍ତୁ ନାହିଁ ତୁମ ନିକଟରେ ଯାହା ସବୁ ଅଛି ସବୁ ଯାକ ଇଶ୍ଵର ଦେଖୁଛନ୍ତି, ଦେଖାଇବା ବଦଳରେ ସ୍କୁଲ, ହସ୍ପିଟାଲ, ବୃଦ୍ଧା ଆଶ୍ରମ, ଅନାଥ ଆଶ୍ରମ, ଭଲି ସ୍ଥାନ ମାନଙ୍କରେ ଦାନ କରନ୍ତୁ ବୋଲି ଏହି ପ୍ରେସ ବିବୃତି ମୁନି ପ୍ରଶାନ୍ତ କୁମାର ପ୍ରେସ ବିବୃତ୍ତିରେ ସୂଚନା ଦେଇଥିଲେ ।