-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
25-Jul-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଯୁବ କୁଲତା ସମାଜ ତରଫରୁ ଲୋଇସିଂହା ବ୍ଲକ ଯୋଗୀଶର୍ଡl ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୋଗୀଶର୍ଡl ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ୭୦ଟି ଚାରାରୋପଣ କରାଯାଇଥିଲା l
କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଗୋଇନ୍ଦା ବିଭାଗ ଏଏସଆଇ ଯୁଧିଷ୍ଠିର ପଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ବୁଢ଼ୀପଦର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଓ ଯୋଗୀଶର୍ଡl ସରପଞ୍ଚ ଶ୍ରୀମତୀ ବିଜୁଳି ପଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ବଲାଙ୍ଗୀର ଜିଲ୍ଲା ଯୁବ କୁଲତା ସମାଜର ସମସ୍ତ କାର୍ଯ୍ୟ ପ୍ରସଂଶନୀୟ ବୋଳି ଅତିଥିବୃନ୍ଦ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ l ସଭାପତି ଅସୀମ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ସୀତାରାମ ପଧାନ l