-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
22-Jul-2022
ବଲାଙ୍ଗିର (ପ୍ରେରଣା ଖବର) ପ୍ରତିଟି ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଓ ଗୌରବ ର ଦିନ l ଦେଶ ର ଶୀର୍ଷ ସମ୍ବିଦାନିକ ପାଦରେ ଅଧିଷ୍ଠିତ ହୋଇଛନ୍ତି ଓଡ଼ିଆ ମାଟିର ଝିଅ ଦ୍ରୋପଦୀ ମୁର୍ମୁ l ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ରାଜ୍ୟ ସାରା ବିଜେପି ପକ୍ଷ ରୁ ବିଜୟ ଉତ୍ସବ ପାଳନ କରାଯାଇଛି l ଏହି ପରିପେକ୍ଷି ରେ ଆଜି ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିର ରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା ଙ୍କ ନେତୃତ୍ୱ ରେ ଉତ୍ସବ ପାଳନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ର ସଞ୍ଜୁ ନାଏକ, ଆରତୀ ଗୁରୁ, ରଶ୍ମିରେଖା ଦାନୀ, ଅନୁଛାୟା ବାବୁ, ସରିତା ଯୋଷୀ, ରିତାରାଣୀ ସିଂଦେଓ, ଶଶ୍ମିତା ବେହେରା, ବାସନ୍ତୀ ଜେନା, ଫିରୋଜା ବିବି, ଗାୟତ୍ରୀ ଦାସ, ସତ୍ୟବତୀ ଗୁରୁ, କଲ୍ୟାଣୀ ଆଡବାଙ୍କ, ଅନିତା ମିଶ୍ର,ସବିତା ସାହୁ, କଳ୍ପନା ସାହୁ,ପିଙ୍କି ସାହୁ, ଆପେଶ୍ଵରୀ ଦୀପ, ରୋଜୀ,ଦିନେଶ ଶର୍ମା, ପିତାମ୍ବର ଖମାରୀ,ଧର୍ମେନ୍ଦ୍ର ଅଗ୍ରୱାଲ, ସୋମନାଥ ସିଂଦେଓ, ଲଳିତ ଶର୍ମା, ରାହାସବିହାରୀ ଭୋଇ,ଯଥା ବିଶ୍ବାଲ,କରୁଣାକର ପ୍ରଧାନ,ମଦନ ସେଠ୍ ଯୋଗ ଦେଇଥିଲେ