-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Jul-2022
ସମ୍ବଲପୁର (ସଂଜୀବ କୁମାର ପାଣିଗ୍ରାହୀ) ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ଖୁସିରେ ଧନୁପାଲି ଛକ ଠାରେ ଧନୁପାଲି ମଣ୍ଡଳ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି।ଏହି ଅବସରରେ ବିଜେପି ଧନୁପାଲି ମଣ୍ଡଳ ତରଫରୁ ଜୟକିଶୋର ଜାଲ ଙ୍କ ନେତୃତ୍ୱରେ,ସୁରେନ୍ଦ୍ର ଖଟେଇ,ରମେଶ ସାହୁ,ଜଗନ୍ନାଥ ଆଚାର୍ଯ୍ୟ,ମହେଶ ପଟେଲ, ସଦାଶିବବାବୁ,ସଂଜୀବ ପାଣିଗ୍ରାହୀ,ସୁଭେନ୍ଦୁ ନାୟକ,ତପସିନି ଜଗଦଲା ସୁଜାତା ଗୁରୁ,ସୁରଜ ଗୁରୁ ସହ ଅନ୍ୟମାନେ ଉପସ୍ଥିତ ଥିଲେ।