-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||      ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   (29-Aug-2026)       ||      ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   (29-Aug-2026)       ||      *ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   (29-Aug-2026)       ||      ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   (29-Aug-2026)       ||      ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   (29-Aug-2026)       ||      କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ    (29-Aug-2026)       ||      ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||      ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||     

HOME   ଜିଲ୍ଲା

ଇଚ୍ଛା ସହିତ ଦକ୍ଷତା ରଖିଲେ ଦ୍ରୋପଦୀ ମୁର୍ମୁ ଙ୍କ ପରି ସବୁ ମହିଳା ଊଚ୍ଚ ଶିଖର ରେ ପହଂଚି ପାରିବେ- ଏ ଡିଏମ ସୂର୍ଯ୍ୟ ନାରାୟଣ ଦାଶ

22-Jul-2022



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) - ଲୋକେ ଅନେକ ଲକ୍ଷ୍ୟ ରଖନ୍ତି, ଅନ୍ୟ କୁ ଲକ୍ଷ୍ୟ ବି ଦେଖାନ୍ତି ହେଲେ ନିଜ ମା ମାଟିର ହଜାର ଲକ୍ଷ ଛାତ୍ରୀ ଙ୍କୁ  ନିମୁହଁ ଦେଉଳ ପରି ରହି ଥିବା ନିର୍ମାଣ ଧୀନ ନୂତନ ମହିଳା ମହାବିଦ୍ୟାଳୟ କୁ ଲକ୍ଷ୍ୟ ର ପଥ ଟିଏ ପ୍ରଶାସନ ଜରିଆରେ 33 ଡ଼ିସିମିଲ ଜମି ଅର୍ପଣ କରି  ଆଜି ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା ମହାବିଦ୍ୟାଳୟ ର ଆଗାମୀ  ଛାତ୍ରୀ ଙ୍କ କ୍ୟାରିୟର ର ଲକ୍ଷ୍ୟ ର ପଥ ସାଜିଥିବା ସେଭଳି ଜଣେ ବଦାନ୍ୟ ଓ ମହିୟସୀ ମହିଳା ସାଇବାନୀ ଜଗଦଲା ଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ଏବଂ ଅନେକ ଭଲ କାମ କରି  ଯୁକ୍ତ ତିନି ନୂତନ ଛାତ୍ରୀ ଙ୍କୁ ଶୃଙ୍ଖଳା ଶିଖାଇଥିବା  ପ୍ରେରଣା ଓ

ଆଦର୍ଶ ସାଜିଥିବା  କଲେଜ  ଯୁକ୍ତ ତିନି ଶେଷ ବର୍ଷ ର ଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ଉତ୍ସାହିତ କରିବା ଉଦ୍ଦେଶ୍ୟ ରେ ଆୟୋଜିତ  ଆଜିର ଏଇ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏଡିଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ୱ୍ଵୀଲ ସହିତ ସ୍କିଲ ରଖିଲେ ଏ ଅନୁଷ୍ଠାନ ରୁ  ଆପଣ ମାନେ ବି ରାଷ୍ଟ୍ରପତି  ଦ୍ରୋପଦୀ ମୁର୍ମୁ ଙ୍କ ପରି ଊଚ୍ଚ ଶିଖର କୁ ପହଞ୍ଚି ପାରିବେ ବୋଲି ମତ ରଖିଥିଲେ l ଏବଂ ସମାଜ କୁ ଅନେକ ଲୋକ ଭଲ ରାସ୍ତା ଦେଖାଉଥିବା ପରି ଲକ୍ଷ ଛାତ୍ରୀ ଙ୍କ ଭବିଷ୍ୟତ ଗଢ଼ୁଥିବା ଏଇ ଅନୁଷ୍ଠାନ ର ସଙ୍କଟ ବେଳେ ଦେବଦୂତ ପରି ରାସ୍ତା ଟିଏ ଅର୍ପଣ କରିଥିବା ସେଭଳି ଜଣେ ବଦାନ୍ୟ ମହିଳା ଙ୍କୁ ଆଜି ଏ ମଞ୍ଚ ରେ ସମ୍ବର୍ଦ୍ଧିତ କରିବା ମୋ ପାଇଁ ବି ଆଜି ଏକ ଅପୂର୍ବ ସୁଯୋଗ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟି ସଦସ୍ୟ ଅଭିମନ୍ୟୁ କୁଶଳ, ଶ୍ରୀବତ୍ସ ମଲ୍ଲିକ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତମସ୍ପିତା ନାୟକ, ଯୁକ୍ତ ତିନି ଅଧ୍ୟକ୍ଷା ରିତା ରାଣୀ ପୁଜାରୀ, ଓ ମଦନ ସୁନ୍ଦର ଖେତୀ ଯୋଗ ଦେଇ ଗୋଟାଏ ମୁଦ୍ରା ର ଉଭୟ ପାର୍ଶ୍ୱ ପରି    ନାରୀ ଓ ପୁରୁଷ ଉଭୟ ଙ୍କ କ୍ଷେତ୍ରରେ ବିକାଶ ହେଲେ ଗୋଟାଏ ଭଲ ସମାଜ ଟିଏ ଆମେ ପାଇ ପରିବା ବୋଲି କହିଥିଲେ l ଏବଂ ନାରୀ ଙ୍କ ଦକ୍ଷତା ଓ ବିକାଶ ଉପରେ ଅନେକ ପରାମର୍ଶ କରିଥିଲେ l ଆଜି ର ଏଇ କାର୍ଯ୍ୟକ୍ରମ କୁ ଅଧ୍ୟାପକ ଦୁଃଖୀ ଶ୍ୟାମ ମେହେର ପରିଚାଳନା କରିଥିବା ବେଳେ ସଂସ୍କୃତ ଅଧ୍ୟାପିକା ସଂଜୁ ରାଣୀ ସିଂ  ଓ ଛାତ୍ରୀ ଙ୍କ ଦ୍ୱାରା ଓଡିଶୀ ବନ୍ଦନା ନୃତ୍ୟ ଦ୍ୱାରା ଅତିଥି ଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ କରିଥିଲେ l  କଲେଜ ର ବିକାଶ ପାଇଁ ଉତ୍ସର୍ଗୀକୃତ ସେବା ଓ ସହାୟତା ଯୋଗାଇ ଆସିଥିବା ମୁଖ୍ୟ ଅତିଥି  ଏ ଡି ଏମ ଶ୍ରୀ ଦାଶ, ନୁଆଁ କଲେଜ କୁ ରାସ୍ତା ଦେଖାଇ ଥିବା ବଦାନ୍ୟ ମହିଳା ସାଇବାନୀ ଜଗଦଲା, ଓ କଲେଜ କର୍ମଚାରୀ ଚେର ବୂଈ ହୋତା ଙ୍କୁ ଆଜି ର ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥିଲା l 2020-21ଶିକ୍ଷା ବର୍ଷ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ବିଜ୍ଞାନ ରେ ପ୍ରଗତି ପତି, କଳା ରେ ଶିବାନୀ ପଣ୍ଡାଙ୍କୁ, 2021/22 ସ୍ଟୁଡେଣ୍ଟ ଅଫ ଦି ଇଅର ସୁଶ୍ରୀ ଲେଟେଶ୍ୱରୀ ପ୍ରିୟଦର୍ଶନୀ ଙ୍କୁ, ବେଷ୍ଟ ଭୋଲେଣ୍ଟିଅର ଭାବେ

ବର୍ଷା ରାଣୀ ମିଶ୍ର, ସୌମ୍ୟା ଶାଳିନୀ ପଣ୍ଡା ଙ୍କୁ, ମୋଡେଲିଙ୍ଗ ଏଣ୍ଡ  ଫେସନ ଡିଜାଇନ ରେ ରାସେଶ୍ୱରୀ ହୋତା ଙ୍କୁ, ଓ କଲଚରାଲ ଚମ୍ପିୟାନ ଭାବେ ମମତା ରାଉତ,  ଏନ ଏସ ଏସ ରେ ନିବେଦିତା ମିଶ୍ର, ୱାଆରସି ରେ ଶିବାନୀ ପଣ୍ଡା ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l  ଯୁକ୍ତ ତିନି ର ସମସ୍ତ ଛାତ୍ରୀ ମାନଙ୍କ ଦ୍ୱାରା ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଅଧ୍ୟାପକ ଦୁଃଖିଶ୍ୟାମ ମେହେର, ଖିରୋଦ କୁମାର ମେହେର, ମିତାଶ୍ରୀ ବାରିକ, ରଂଜିତା ମିଶ୍ର, ମଦନ ମୋହନ ପଣ୍ଡା , କର୍ମଚାରୀ ଚେର ବୂଈ ହୋତା, ସଲିଳ ବେହେରା, ପ୍ରଦୀପ୍ତ ଦାଶ, ହରିଓଂ କୁଶଳ, ଶିବାନୀ ପଣ୍ଡା, ମେଘlମ୍ବରୀ ମିଶ୍ର, ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   29-Aug-2026
  ଜିଲ୍ଲା  
ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   29-Aug-2026
  ଜିଲ୍ଲା  
ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   29-Aug-2026
  ଜିଲ୍ଲା  
*ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   29-Aug-2026
  ଜିଲ୍ଲା  
ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   29-Aug-2026
  ଜିଲ୍ଲା  
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   29-Aug-2026
  ଜିଲ୍ଲା  
କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ   29-Aug-2026
  ଜିଲ୍ଲା  
ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026

You Might Also Like