-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
22-Jul-2022
ବଲାଙ୍ଗିର(ପ୍ରେରଣା ଖବର): ୨୨ ଜୁଲାଇ ଭାରତୀୟ ରେଲୱେରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ରେଲ ଯାତ୍ରା ରେ ଥିବା ରିହାତି କୁ କରୋନା କାଳରୁ ବନ୍ଦ କରି ଏବେ ଏହାକୁ ସମ୍ପୂର୍ଣ୍ଣ ଉଛେଦ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟକୁ ପୁନଃ ବିଚାର ପାଇଁ ଦାବି ହୋଇଛି | ବଲାଙ୍ଗିର ଜିଲ୍ଲାପାଳ ମାଧ୍ୟମରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ପକ୍ଷରୁ ଆଜି ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ରାଜ୍ଯ ସାଧାରଣ ସମ୍ପାଦକ ମାଣିକଲାଲ ବର୍ମା ପୂର୍ବରୁ ପ୍ରଚଳିତ ଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ରେଳ ଯାତ୍ରା କାଳରେ ଥିବା ରିହାତିକୁ ସମ୍ପୂର୍ଣ୍ଣ ବନ୍ଦ ନକରି ଏହାର ପୁନଃ ବିଚାର କରି ଲାଗୁକରିବାକୁ ଅନୁରୋଧ କରିଛନ୍ତି |