-+91-9937148622 |

prerana_bgr@rediffmail.com |

  Saturday 9th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   (09-May-2026)       ||      ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    (09-May-2026)       ||      Mm   (09-May-2026)       ||      ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା    (09-May-2026)       ||      ରାଜ୍ୟ ସରକାର ନିୟମକୁ ଫୁ କରି ଯନ୍ତ୍ରୀ,ଠିକାଦାର ଶ୍ରମିକଙ୍କୁ ଦ୍ୱିପ୍ରହରରେ କାମ କରାଉଛନ୍ତି ♦️ଏବେ ଶ୍ରମିକ ଛାତରୁ ପଡ଼ି ମୃତ୍ୟୁ ହେବା ପଛରେ ଦାୟୀ କିଏ ?   (09-May-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   (08-May-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ରେଡ୍ କ୍ରସ ଦିବସ ପାଳିତ   (08-May-2026)       ||      ମା ଛେଲିଆପାଟ ସେବା ସଂଗଠନ ପକ୍ଷରୁ ନିଆରା ପ୍ରୟାସ, ପଶୁପକ୍ଷୀ ଙ୍କ ପାଇଁ ଜଲଛତ୍ର ର ସୁ ବ୍ୟବସ୍ଥା    (08-May-2026)       ||      ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ   (08-May-2026)       ||      ଧାନ ମଣ୍ଡିକୁ ଆସିଲା ମାତ୍ରେ କିଣାଯାଉ   (08-May-2026)       ||      ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ♦️ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା   (08-May-2026)       ||      ବିଜେପି ଆଇଟି ସେଲ ସଂଯୋଜକ ନିଳାଞ୍ଚଳ ଦରୁଆନଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ: ପୁଣି ବିରୋଧ ରେ ଲେଖିଲେ ମାରି ଦେବାର ଧମକ    (08-May-2026)       ||      ହିଆଁଲ କ୍ଳଷ୍ଟର ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ   (08-May-2026)       ||      ଲୋଇସିଂହା ଥାନା ଅଭ୍ୟର୍ଥନା ଗୃହରେ ଭରଚୁଆଲ ଜରିଆରେ ଜୁଭେଂଟିକା ସଚେତନତା କାର୍ଯ୍ୟକ୍ରମ    (08-May-2026)       ||      *ଜାତୀୟ ପର୍ବତାରୋହଣ ପ୍ରଶିକ୍ଷଣ ଶିବିରରେ ରୌପ୍ୟ ପଦକ ହାସଲ*   (08-May-2026)       ||      ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା   (08-May-2026)       ||      ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ♦️ "ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଡ଼କ୍ରସ ଆନ୍ଦୋଳନ ଉତ୍ସର୍ଗୀକୃତ"   (08-May-2026)       ||      ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ♦️ "ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଡ଼କ୍ରସ ଆନ୍ଦୋଳନ ଉତ୍ସର୍ଗୀକୃତ"   (08-May-2026)       ||      ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏମ. ଆର.ପି ଉପରେ ନୀତି ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଗ୍ରାହକ ପଞ୍ଚାୟତର ଦାବୀପତ୍ର    (08-May-2026)       ||      ମାୟାବର୍ହା ହାଇସ୍କୁଲରେ ବିଶ୍ଵ ରେଡକ୍ରସ ଦିବସ ପାଳିତ   (08-May-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ବନାଞ୍ଚଳରେ ନିୟୋଜିତ ଫାୟାର ସ୍କୁଆର୍ଡ ର ଚଳିତ ବର୍ଷ କାର୍ଯ୍ୟ ପରେ ବିଦାୟ

21-Jul-2022



ବଲାଙ୍ଗୀର(ପ୍ରେରଣା ଖବର) ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଜନ ସୂଚନା ଅଧିକାରୀ ବଲାଙ୍ଗୀର ବନଖଣ୍ଡ ଙ୍କ ପତ୍ର ନମ୍ବର - ୫୨୬୩ ତଥ୍ୟ ଅନୁଯାୟୀ, ବଲାଙ୍ଗୀର ବନାଞ୍ଚଳରେ ଜଙ୍ଗଲ ନିଆଁ ନିର୍ବାପନ ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ନିୟୋଜିତ ହୋଇଥିବା ୧୦ ଜଣ ଫାୟାର ସ୍କ୍ୱାର୍ଡ ଙ୍କୁ ତାଙ୍କ  କାର୍ଯ୍ୟ ରୁ ଅପସାରଣ କରାଯାଇଛି । ଚଳିତ ବର୍ଷ ବଲାଙ୍ଗୀର ବନାଞ୍ଚଳରେ ଶେଷ ଥର ପାଇଁ ଗତ ତା.୬-୫-୨୦୨୨ ରେ ଜଙ୍ଗଲରେ ନିଆଁ ଲାଗିଥିଲା । ଏହା ପରେ ଫାୟାର ସ୍କ୍ୱାର୍ଡ ର ସଦସ୍ୟ ମାନେ ଜୁନ ମାସ ପର୍ଯ୍ୟନ୍ତ ଜଙ୍ଗଲ ରେ ଯେପରି ନିଆଁ ନ ଲାଗିବ ସେଥି ପ୍ରତି ଲଗାତାର ପହରା ଦେଇଆସିଥିଲେ । ଫାୟାର ସ୍କ୍ୱାର୍ଡ ର ସଦସ୍ୟ ମାନେ ବଲାଙ୍ଗୀର ବନାଞ୍ଚଳର ବିସ୍ତୃତ ସଂରକ୍ଷିତ ଜଙ୍ଗଲ ,ଗ୍ରାମ୍ୟ ଜଙ୍ଗଲ ଓ ପତ୍ରା ଜଙ୍ଗଲ ରେ ଫେବୃଆରୀ ୨୦୨୨ ରୁ ୦୬-୦୫-୨୦୨୨ ପର୍ଯ୍ୟନ୍ତ ଯେଉଁଠି ନିଆଁ ଲାଗିଲା ସେହିଠାରେ ଯାଇ ଜଙ୍ଗଲ ଅଧିକାରୀଙ୍କ ନିର୍ଦ୍ଦେଶରେ ନିଆଁ ଲିଭା କାର୍ଯ୍ୟ ସମ୍ପାଦନ କରିଥିଲେ । ଜୁନ ୩୦ ପର୍ଯନ୍ତ୍ ଯେପରି କୌଣସି ଜଙ୍ଗଲ ରେ ନିଆଁ ନ ଲାଗିବ ସେଥି ପ୍ରତି ସଜାଗ ରହି ନିୟମିତ ତାଙ୍କର କର୍ତ୍ତବ୍ୟ କରି ଜୁଲାଇ ମାସ ପହିଲାରୁ ବିଦାୟ

ନେଇଥିଲେ । ଫେବୃଆରୀ ୨୦୨୨ ରୁ ଜୁନ ମାସ ଶେଷ ପର୍ଯ୍ୟନ୍ତ ଜଙ୍ଗଲ ନିଆଁ ଲିଭା କାର୍ଯ୍ୟ ରେ ନିୟୋଜିତ ଥିବା ସଦସ୍ୟ ମାନେ ହେଲେ ,ଲେତି ପାଲି ଗ୍ରାମର ସଦାନନ୍ଦ ରଣା, ବିଯିଲିମୁଣ୍ଡା ଗ୍ରାମର ଡିଙ୍ଗର ସାଣ୍ଢ, ଧୁମାମରା ଗ୍ରାମର ସୁଶାନ୍ତ ବାଗ , ଫୁଲଝରଣ ଗ୍ରାମର ବାସୁଦେବ ଭୋଇ, ଘୁଙ୍ଗି ଗ୍ରାମର ଆଶିଷ ବିଶ୍ଵାଳ, ପ୍ରିତିଶ ବିଶ୍ଵାଳ ଏବଂ ମୋହନ ବିଶ୍ଵାଳ, ବିଲେଇକାନି ଗ୍ରାମର ନିରଞ୍ଜନ ବିଶ୍ଵାଳ,ବନ୍ଧପଡା ଗ୍ରାମର ମଦନ ବାଗ ଏବଂ ମଧୁପୁର ଗ୍ରାମର ଚୈତନ୍ୟ ସୁନା ପ୍ରମୁଖ ସଫଳତା ପୂର୍ବକ ଜଙ୍ଗଲ ନିଆଁ ଲୀଭା କାର୍ଯ୍ୟ ସମ୍ପାଦନ କରିଥିବା ସୂଚନା ମିଳିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   09-May-2026
  ଜିଲ୍ଲା  
ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    09-May-2026
  ଜିଲ୍ଲା  
Mm   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା   09-May-2026
  ରାଜ୍ୟ  
ରାଜ୍ୟ ସରକାର ନିୟମକୁ ଫୁ କରି ଯନ୍ତ୍ରୀ,ଠିକାଦାର ଶ୍ରମିକଙ୍କୁ ଦ୍ୱିପ୍ରହରରେ କାମ କରାଉଛନ୍ତି ♦️ଏବେ ଶ୍ରମିକ ଛାତରୁ ପଡ଼ି ମୃତ୍ୟୁ ହେବା ପଛରେ ଦାୟୀ କିଏ ?   09-May-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   08-May-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ରେଡ୍ କ୍ରସ ଦିବସ ପାଳିତ   08-May-2026
  ଜିଲ୍ଲା  
ମା ଛେଲିଆପାଟ ସେବା ସଂଗଠନ ପକ୍ଷରୁ ନିଆରା ପ୍ରୟାସ, ପଶୁପକ୍ଷୀ ଙ୍କ ପାଇଁ ଜଲଛତ୍ର ର ସୁ ବ୍ୟବସ୍ଥା   08-May-2026
  ଜିଲ୍ଲା  
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ   08-May-2026
  ଜିଲ୍ଲା  
ଧାନ ମଣ୍ଡିକୁ ଆସିଲା ମାତ୍ରେ କିଣାଯାଉ   08-May-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ♦️ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା   08-May-2026
  ଜିଲ୍ଲା  
ବିଜେପି ଆଇଟି ସେଲ ସଂଯୋଜକ ନିଳାଞ୍ଚଳ ଦରୁଆନଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ: ପୁଣି ବିରୋଧ ରେ ଲେଖିଲେ ମାରି ଦେବାର ଧମକ   08-May-2026

You Might Also Like

       
  ଜିଲ୍ଲା  

Mm