-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||      ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ    (10-May-2026)       ||      ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||      ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||      ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ    (10-May-2026)       ||      *ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   (10-May-2026)       ||      *ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||      *ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   (10-May-2026)       ||     

HOME   ରାଜ୍ୟ

ସିନ୍ଧେକେଲା କୁ ବ୍ଲକ ମାନ୍ୟତା ପାଇଁ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ ସନ୍ତୋଷ ସିଂହ ସାଳୁଜା

20-Jul-2022



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା କୁ ନୁତନ ବ୍ଲକ ଘୋଷଣା କରାଯିବା ପାଇଁ ବହୁ ବର୍ଷ ଧରି ଦାବି ହୋଇଆସିଛି। ସିନ୍ଧେକେଲା ବର୍ତ୍ତମାନ ବଙ୍ଗୋମୁଣ୍ଡା ବ୍ଲକ ଅଧିନରେ ଆସୁଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ପରିସୀମା କୁ ଦେଖିଲେ ସିନ୍ଧେକେଲା ଏକ ନୁତନ ବ୍ଲକ ହେବାର ସମସ୍ତ ଯୋଗ୍ୟତା ରହିଛି । କିନ୍ତୁ ସିନ୍ଧେକେଲା ଅଞ୍ଚଳ ବାସି ବାରମ୍ବାର ଦାବି ଜଣାଉଥିଲେ ହେଁ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ରୁ ମଙ୍ଗଳବାର ବିଧାନସଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ବାଚସ୍ପତିଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଖବର ପାଇ ସିନ୍ଧେକେଲା ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି ଏବଂ ପୁଣିଥରେ ବ୍ଲକ ଦାବି ପାଇଁ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରକାଶ ଥାଉକି ଶେଷ ଥର ପାଇଁ ୨୦୧୮ ରେ ସିନ୍ଧେକେଲା ବ୍ଲକ ଦାବି ପାଇଁ ସିନ୍ଧେକେଲା ବନ୍ଦ ପାଳନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା। ପରେପରେ କରୋନା ମହାମାରି ଯୋଗୁଁ ଆନ୍ଦୋଳନ ବନ୍ଦ ରହିଥିଲା ତେବେ ବର୍ତ୍ତମାନ ବିଧାନସଭାରେ ଶ୍ରୀ ସାଳୁଜା ଦୃଷ୍ଟି ଆକର୍ଷଣ କରି ଅଞ୍ଚଳର ଲୋକଙ୍କ ମଧ୍ଯରେ ପୁଣିଥରେ ବ୍ଲକ ଦାବି ପାଇଁ ନୁଆ ଆଶା ସଞ୍ଚାର କରିଛନ୍ତି ବୋଳି ମତପ୍ରକାଶ ପାଇଛି। ତେବେ ଏହାକୁନେଇ ଦଳମତ ନିର୍ମିଶେଷରେ ବିଶିଷ୍ଟ ସମାଜ ସେବୀ ଅନିଲ କୁମାର ତ୍ରିପାଠୀ , ସିନ୍ଧେକେଲା ବଣିକସଂଘ ସଭାପତି ସୁବାସ ଜୈନ, ପୂର୍ବତନ ବଣିକସଂଘ ସଭାପତି ସରୋଜ ଜୈନ, ବିଜେଡି ନେତା ଉମାକାନ୍ତ ସାହୁ,  ଉମାଶଙ୍କର ତ୍ରିପାଠୀ, ବିଜେପି ନେତା ଅନିଲ ନାଏକ, ସିନ୍ଧେକେଲା ସମିତିସଭ୍ଯ ଭୋଲାନାଥ ବେହେରା , ଯୁବନେତା ଯୁବରାଜ ବାଗ , ତପନ ଜୈନ, ଆର୍ତ୍ତତ୍ରାଣ ସାହୁ , ମାରବାଡି ଯୁବାମଞ୍ଚ ର ସଭାପତି ସାୟର ଜୈନ, ନୌରାଜ ରଣା , ହେମନ୍ତ ସାହୁ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026
  ରାଜ୍ୟ  
ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-May-2026
  ରାଜ୍ୟ  
ଆମ ଢେଙ୍କାନାଳ- ଆମ ଗୌରବ   10-May-2026
  ଜିଲ୍ଲା  
ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   10-May-2026
  ଜିଲ୍ଲା  
ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   10-May-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   10-May-2026
  ଜିଲ୍ଲା  
*ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   10-May-2026
  ରାଜ୍ୟ  
ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ   10-May-2026

You Might Also Like