-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
20-Jul-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବ୍ଲକ ସରଗାଡ ଗାଁ ରେ ପୁଣି ଥରେ କୋଭିଡ ବଢୁଥିବାର ଦେଖି ଜଗନ୍ନାଥ ଯୁବ ପରିଷଦ ସରଗାଡ ଆନୁକୁଲ୍ୟରେ ମାସ୍କ ବଣ୍ଟନ ଓ କରୋନା
ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସେବତୀ ସୁନା, ସମ୍ମାନିତ ଅତିଥି ଭାବରେ ଲିଲିମା ରଣା,କୁମାରୀ ନାଏକ,କୈବର୍ତ୍ତ ପଧାନ ଉପସ୍ଥିତ ଥିଲେ।ଜଗନ୍ନାଥ ଯୁବ ପରିଷଦ ର ସଭାପତି ରାଜକିଶୋର ସେଠ୍,ସମ୍ପାଦକ ନାରାୟଣ ବାରିକ,ପ୍ରକାଶ ବାରିକ,ମୋହନ ସେଠ୍ ପ୍ରମୁଖ ସହଯୋଗ କରିଥିଲେ l